ଭଦ୍ରକ : ସଙ୍ଗରୋଧ କେନ୍ଦ୍ରରେ ପ୍ରାଣ ହରାଇଛନ୍ତି ଆଉ ଜଣେ ପ୍ରବାସୀ। ମିଳିଥିବା ସୂଚନାନୁସାରେ ଭଦ୍ରକ ଜିଲ୍ଲା କୋର୍କରା ପଞ୍ଚାୟତର ଏକ ସଙ୍ଗରୋଧ କେନ୍ଦ୍ରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।
ମୃତ ବ୍ୟକ୍ତିଙ୍କ ନାମ ରାଧାଶ୍ୟାମ ପାଣି। କଲିକତାରୁ ଫେରି କୋର୍କରା ପଞ୍ଚାୟତର ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ସେ ରହିଥିଲେ । ମାତ୍ର ମଙ୍ଗଳବାର ରାତିରେ କୌଣସି କାରଣ ବଶତଃ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
BREAKING NEWS
- ୫ ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟ ନେଇ ବଡ଼ ଅପଡେଟ୍, ୩ ଜଣଙ୍କୁ ରକ୍ତହୀନତା
- ରାଜଧାନୀରେ ବୁଲୁଛି ଦନ୍ତା…
- ପ୍ରେମିକା ଘର ଆଗରେ ଜଳିଗଲା ପ୍ରେମିକ…
- ଭାରତ ଉପରେ ପଡ଼ିବ ବୋଝ; ୧୦୦% ଟାରିଫ୍ ଲଗାଇପାରେ ଆମେରିକା!
- ପୁଣି ଟାରିଫ୍ ଲଦିବ କି ଅମେରିକା ? US ହାଉସରେ ପାସ୍ ହେଲା ରୁଷ ସାଙ୍କସନ୍ ବିଲ୍
- ଏସିଆ ହକି ଚାମ୍ପିଅନସିପ: ଭାରତ ଆସିବାକୁ ପାକିସ୍ତାନର ନା
- ୭୬ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ

Comments are closed.