ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟଙ୍କର ରୁପ ନେଉଛି ମହାମାରୀ କରୋନା ଭୂତାଣୁ । ଧୀରେଧିରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୮୬୫୭୯ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୧୦୨ ଛୁଇଁଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୯୯୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୩୫୭ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ ୧୩୭୪୪୮ ଆକ୍ଟିଭ କେସ୍ ଥିବାବେଳେ ୧୪୨,୦୨୯ ଜଣ ସୁସ୍ଥ ହୋଇଛନ୍ତି ।
ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି । ରିପୋର୍ଟ ଅନୁଯାୟୀ ସଂକ୍ରମଣରେ ମହାରାଷ୍ଟ୍ର ଚାଇନାକୁ ଟପିଯାଇଛି।
BREAKING NEWS
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
- ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ: ମନ୍ତ୍ରୀ
- ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି; ବାରବାଟୀରେ କାଲିଠୁ ଅଫଲାଇନ୍ ଟିକେଟ୍ ବିକ୍ରି
- ସୟେଦ ମୁସ୍ତାକ ଅଲୀ ଟ୍ରଫି ଅଧାରୁ ଛାଡିଲେ ହାର୍ଦ୍ଦିକ
- ରାସ୍ତାରେ ଗଡୁଛି ୨.୧୯ ଲକ୍ଷ ଇଭି କାର୍, ଭୁବନେଶ୍ବରରେ ୧୨ ଚାର୍ଜିଂ ପଏଣ୍ଟ୍
- Police Clash: IIC ଓ ASI ମଧ୍ୟରେ ହାତାହାତି; ଆକ୍ସନ ନେଲେ ଏସ୍ପି
- ଦିଲ୍ଲୀ ପହଞ୍ଚିଲେ ଋଷିଆ ରାଷ୍ଟ୍ରପତି ପୁଟିନ୍, ପାଲାମ ବିମାନବନ୍ଦରରେ ଭବ୍ୟ ସ୍ୱାଗତ
Comments are closed.