Latest Odisha News

BREAKING NEWS

ବାତ୍ୟା ପ୍ରଭାବିତ ୩ଟି ଜିଲ୍ଲାରେ ବ୍ୟାଙ୍କ ଛୁଟିକୁ ରାଜ୍ୟ ସରକାରଙ୍କ ବାତିଲ୍

ଭୁବନେଶ୍ୱର : ବାତ୍ୟା ତିତଲି ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ଗଞ୍ଜାମ, ଗଜପତି ଓ ରାୟଗଡା ଆଦି ଜିଲ୍ଲାରେ ରାଜ୍ୟ ସରକାର ସୋମବାର ଦିନ ବ୍ୟାଙ୍କ ଛୁଟି ବାତିଲ କରିଛନ୍ତି ।

ଏନେଇ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଏହି ଜିଲ୍ଲା ଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଅକ୍ଟୋବର ୧୭ ଓ ୧୯ ତାରିଖରେ ହେବାକୁ ଥିବା ଏହି ଦୁଇ ଦିନିଆ ଛୁଟିକୁ ବାତିଲ କରାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.