ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହା ଖୋଦ୍ ଦିଲ୍ଲୀର ଦାୟିତ୍ୱ ନେଇଛନ୍ତି। ସୋମବାର ସର୍ବଦଳୀୟ ବୈଠକ ଡାକିବା ସହ କରୋନା ପରୀକ୍ଷା ସଂଖ୍ୟା ବଢ଼ାଇବାକୁ କହିଛନ୍ତି । ଏଥିସହ ଏଲ୍ଏନଜେପି ହସ୍ପିଟାଲ ବୁଲି ଦେଖିଛନ୍ତି । ଶାହା କୋଭିଡ ହସ୍ପିଟାଲର ୱାର୍ଡରେ ସିସିଟିଭି କ୍ୟାମେରା ଲଗାଇବାକୁ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇପାରିବ ବୋଲି ସେ କହିଛନ୍ତି । ଏଥିସହ ଆକ୍ରାନ୍ତଙ୍କୁ ଖାଦ୍ୟ ଯୋଗାଉଥିବା କ୍ୟାଂଟିନର ବ୍ୟାକ୍ଅପ୍ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଅମିତ ଶାହା ।
BREAKING NEWS
- ବିଧାନସଭାରେ ହଙ୍ଗାମା, ୪ଟା ଯାଏଁ ଗୃହ ମୁଲତବୀ
- ଗିରଫ ହେଲେ ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ
- ରୋହିତ, ଦୀନେଶଙ୍କ ରେକର୍ଡ ଭାଙ୍ଗିଲେ ମ୍ୟାକ୍ସୱେଲ
- ଭିଜିଲାନ୍ସ ଜାଲରେ ଫସିଲେ କୁତ୍ରା ତହସିଲର ଅମିନ
- କଂଗ୍ରେସ ବିଧାୟକଙ୍କ ସମର୍ଥନରେ ବିଜେଡି; କକ୍ଷତ୍ୟାଗ କରି ପ୍ରତିବାଦ
- ଅଷ୍ଟମ ବେତନ କମିଶନରେ ଏମାନଙ୍କର ବଢିବନି ଦରମା! ଜାଣନ୍ତୁ…
- ଚୀନ ଔଷଧ ଉପରେ ଆମେରିକା କରିବ ରାଜ୍, ଚୁକ୍ତି ସ୍ଵାକ୍ଷରିତ
- କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ସସ୍ପେଣ୍ଡ
- ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ, ସ୍ଥାନାନ୍ତର ହେବେ ୬ ଗାଁର ଲୋକେ
- ବିଦା ହେବେ ଅସାଧୁ, ଅପାରଗ ସରକାରୀ ଅଧିକାରୀ ଓ କର୍ମଚାରୀ: ସବୁ ବିଭାଗକୁ ମୁଖ୍ୟ ସଚିବଙ୍କ ଚିଠି
Comments are closed.