ଦେଶବାସୀଙ୍କୁ ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ବିଟ କରି ରାଷ୍ଟ୍ରପତି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଅପାର କୃପାରୁ ସମସ୍ତଙ୍କୁ କୋଭିଡ-୧୯ ମହାମାରୀର ସାମନା କରିବା ପାଇଁ ସାହସ ଓ ଦୃଢ଼ ସଂକଳ୍ପ ପ୍ରଦାନ କରୁ । ଏହାସହ ଆମ ଜୀବନକୁ ଉତ୍ତମ ସ୍ବାସ୍ଥ୍ୟ ଓ ଆନନ୍ଦରେ ଭରି ଦେଉ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ପ୍ରଧାନମନ୍ତ୍ରୀ ବି ଦେଶବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ କରି ସେ ଲେଖିଛନ୍ତି, ମହାପ୍ରଭୁ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣି ଦିଅନ୍ତୁ । ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

BREAKING NEWS
- Dharmendra Pradhan Resignation: କାହିଁକି ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ? ପ୍ରଥମ ଥର ପାଇଁ ସବୁ ଖୋଲିକି କହିଲେ…
- ମହିଳା ସଂରକ୍ଷଣ ପ୍ରସଙ୍ଗରେ ଏହି ବିରୋଧୀ ଦଳ ବିଜେପି ସହ ସହମତି ପ୍ରକାଶ କଲା; ରିଜିଜୁ କହିଲେ – ‘ହୃଦୟରୁ ସ୍ୱାଗତ’
- ‘ନିଟ୍’ ପେପର ଲିକ୍ ପରେ ଆକ୍ସନ୍ ମୋଡ୍ରେ ଏନଟିଏ: ବଦଳୁଛି ସାଂଗଠନିକ ଢାଞ୍ଚା, ତିନି ପ୍ରମୁଖ ପଦବୀ ପାଇଁ ଆବେଦନ ଆହ୍ୱାନ
- ରେଳବାଇ କର୍ମଚାରୀଙ୍କ ପାଇଁ ଖୁସି ଖବର: ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ପୋଷ୍ଟିଂ ଦେବା ପାଇଁ ବଦଳିଲା ନିୟମ
- ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପ ସମାବେଶ ସଫଳ: ଓଡ଼ିଶାକୁ ମିଳିଲା ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ
- ଶ୍ୱେତଗଙ୍ଗାରେ ଚାଲିଗଲା ଯୁବକଙ୍କ ଜୀବନ
- କୁଆଖାଇରେ ୬ବର୍ଷରେ ଗଲାଣି ୫୦ ଜୀବନ
- ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ : ତାଜା ହୋଇଛି ଦିଲ୍ଲୀ ଟେଷ୍ଟର ସ୍ମୃତି
- ସମ୍ପତ୍ତି ପାଇଁ ବଞ୍ଚିଥିବା ମା’କୁ ମୃତ ଘୋଷଣା କଲେ ୨ ପୁଅ, ନ୍ୟାୟ ପାଇଁ ଏସପି ଅଫିସ ଆଗରେ ବୃଦ୍ଧାଙ୍କ ଧାରଣା
- ନବୀନ ବନାମ ଧର୍ମେନ୍ଦ୍ର: ‘ଗୋ-ବ୍ୟାକ୍ କହିଲେ ବି ମୁଁ ବାରମ୍ବାର ଆସିବି’ କହିଲେ ଧର୍ମେନ୍ଦ୍ର; ବିଜେଡିର ପାଲଟା ଜବାବ

Comments are closed.