Latest Odisha News

BREAKING NEWS

[ଭାଇରାଲ ଭିଡ଼ିଓ] ମ୍ୟୁଜିକ ତାଳେତାଳେ ନାଚୁଛି ପାରା

ଭୁବନେଶ୍ୱର: ସଙ୍ଗୀତ ରେ ସଭିଏଁ ମତୁଆଲା । ପିଲାଠୁ ବୁଢା, ମଣିଷଠୁ ପଶୁପକ୍ଷୀ ସଭିଏଁ । ତେବେ ଗୀତ ତାଳରେ ତାଳ ମଣିଷଙ୍କୁ ତ ଡ୍ୟାନ୍ସ କରୁଥିବାର ସମସ୍ତେ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖାଇବୁ ଏପରି ବକ ପକ୍ଷୀ ଯିଏ ମୋବାଇଲ ରିଙ୍ଗଟୋନରେ ଭିନ୍ନ ଭିନ ଟୋନରେ ଡ୍ୟାନ୍ସ କରିଥିବାର ଦେଖିବେ ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି।

ଭିଡ଼ିଓରେ ବ୍ୟକ୍ତିଜଣକ ନିଜ ମୋବାଇଲରେ ଆଲାର୍ମ ବଜାଇବାରୁ ପକ୍ଷୀଟି ଡ୍ୟାନ୍ସ କରିବାରେ ଲାଗିପଡିଛି । ଲୋକମାନେ ଏହି ଭିଡିଓ ଦେଖିବା ପରେ ଅନେକ ପ୍ରକାରର କମେଣ୍ଟ ମଧ୍ୟ ଦେଉଛନ୍ତି । ଏହି ଭିଡିଓକୁ ଆମେରିକାର ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ ଟ୍ୱିଟରରେ ସେୟାର କରିଛନ୍ତି। ରେକ୍ସ ଏହି ଭିଡିଓକୁ ୧୫ ଜୁଲାଇରେ ସେୟାର କରିଥିଲେ ।

https://www.facebook.com/154028801335485/posts/4433096046762051/

 

Leave A Reply

Your email address will not be published.