ଭୁବନେଶ୍ୱର: ମହାମାରୀ କରୋନା ପାଇଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଏଥିପାଇଁ ସରକାର ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଏଣିକି ଅନଲାଇନରେ ଘରେ ରହି ପାଠ ପଢାଇବେ ଦିବ୍ୟାଙ୍ଗ ଅଧ୍ୟାପକ । କଟକଣା ସମୟରେ କଲେଜ ଆସିବା ବାଧ୍ୟତାମୂଳକ ନୁହେଁ । ଏନେଇ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି କୌଣସି କଲେଜ ଖୋଲାଯାଇ ନାହିଁ । ଅନଲାଇନ କ୍ଲାସ ବେଳେ କଲେଜ ଯିବାକୁ ଆବଶ୍ୟକତା ଦରକାର ନାହିଁ । କରୋନା ସ୍ଥିତି ନସୁଧୁରିବା ପର୍ୟ୍ୟନ୍ତ ଘରେ ରହି ପାଠ ପଢାଇପାରିବେ ଦିବ୍ୟାଙ୍ଗ ଅଧ୍ୟାପକ ।
BREAKING NEWS
- ଲାଇନ୍ଚ୍ୟୁତ ହେଲା ଏକ୍ସପ୍ରେସ୍ ଟ୍ରେନ୍, ଟ୍ରାକରୁ ଖସିଲା ୩ ବଗି
- ମହାନଦୀ ଜଳ ବିବାଦ, ଫେବୃଆରୀ ୭ରେ ଟ୍ରିବ୍ୟୁନାଲରେ ହେବ ଶୁଣାଣି
- ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ, ସଂଶୋଧନ କରିବେ ରାଜ୍ୟ ସରକାର
- ଏବେ ବି ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍! ପାକିସ୍ତାନ ସରକାର ଜାରି କଲା ବୟାନ
- ଟ୍ରମ୍ପଙ୍କ ଦାବିକୁ ଖାରଜ କଲା ରୁଷ: ଭାରତକୁ ନେଇ ଏପରି କହିଦେଲେ ରାଷ୍ଟ୍ରପତି
- Weather Update: ଖସିବ ପାରଦ, ଫେରିବ ଶୀତ
- ପାକିସ୍ତାନର ଖାଇବର ପଖତୁନଖ୍ୱାରେ ବଡ଼ ଆକ୍ରମଣ, ଫାଟିଲା ଗ୍ୟାସ ପାଇପ ଲାଇନ
- National Winter Games: ଔଲିରେ ଏହି ଦିନଠୁ ଆରମ୍ଭ ହେବ ଜାତୀୟ ଶୀତକାଳୀନ କ୍ରୀଡ଼ା ; ଓଡିଶା ସମେତ ୧୭ ଦଳ…
- ଟ୍ରକ୍ ଧକ୍କାରେ କଂଗ୍ରେସ ନେତାଙ୍କ ଚାଲିଗଲା ଜୀବନ
- SAFF Under-19 Women’s Championship: ଭାରତୀୟ ଦଳ ଭୁଟାନକୁ ୮ଗୋଲରେ ପରାସ୍ତ କରି ଫାଇନାଲରେ ମାରିଲା ଏଣ୍ଟ୍ରି
Comments are closed.