ଭୁବନେଶ୍ୱର: ଖୋର୍ଦ୍ଧା ପରେ ମୟୂରଭଞ୍ଜ କୋରନାର ନୂଆ ହଟସ୍ପଟ୍ । ଖୋର୍ଦ୍ଧାରେ କରୋନା ବ୍ରେକ ଫେଲ୍ । ମୟୂରଭଞ୍ଜରେ ମାଡୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ ହଜାର ୫୪୩ ନୂଆ କରୋନା ଆକ୍ରାନ୍ତ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨ ହଜାର ୧୬୧ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧ ହଜାର ୩୮୨ ।
Covid-19 Report For 4th September
New Positives Cases: 3543
In quarantine: 2161
Local contacts: 1382(Details of local contacts will be shared by concerned Dist Administration)
District Wise Cases
1. Angul: 68
2. Balasore: 153
3. Bargarh: 274
4. Bhadrak: 50
5. Balangir: 37— I & PR Department, Odisha (@IPR_Odisha) September 5, 2020
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୮ ଆକ୍ରାନ୍ତ ବାହାରିଥିବା ବେଳେ ମୟୂରଭଞ୍ଜରୁ ୩୨୬, କଟକରୁ ୨୯୫, ବରଗଡ଼ରୁ ଚିହ୍ନଟ ହୋଇଛନ୍ତି ୨୭୪ ଆକ୍ରାନ୍ତ । ସେହିପରି ଯାଜପୁରରୁ ୨୦୬, ବାଲେଶ୍ୱରରୁ ୧୫୩, ଗଞ୍ଜାମରୁ ସାମନାକୁ ଆସିଛି ୧୦୨ ପଜିଟିଭ୍ କେସ୍ । ବାକି ସବୁ ଜିଲ୍ଲାରୁ ଶହେରୁ କମ୍ ଆକ୍ରାନ୍ତ ବାହାରିଛନ୍ତି ।
୩ ହଜାର ୫୪୩ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୨୨୧କୁ ବୃଦ୍ଧି ପାଇଛି । ଏହାରି ଭିତରେ ସୁସ୍ଥ ହେଲେଣି ୯୦ ହଜାର ୩୩୧ ଆକ୍ରାନ୍ତ । ୨୯ ହଜାର ୨୯୯ଟି ଆକ୍ଟିଭ୍ କେସ୍ ରହିଛି ।
22. Mayurbhanj: 326
23. Nawarangpur: 33
24. Nayagarh: 34
25. Nuapada: 98
26. Puri: 61
27. Rayagada: 67
28. Sambalpur: 83
29. Sonepur: 99
30. Sundargarh: 56New Recoveries: 2980
Cumulative Tested: 2048008
Positive: 120221
Recovered: 90331
Active Cases: 29299— I & PR Department, Odisha (@IPR_Odisha) September 5, 2020
Comments are closed.