Latest Odisha News

ସେପ୍ଟେମ୍ବର ମାସରେ ଶନିବାର ଦିନ ବନ୍ଦ ରହିବ ଓଡିଶା ହାଇକୋର୍ଟ ଓ ଟ୍ରିବ୍ୟୁନାଲ

କଟକ: ଚଳିତ ସେପ୍ଟେମ୍ବର ମାସର ସମସ୍ତ ଶନିବାର ଦିନ ଓଡିଶା ହାଇକୋର୍ଟ, ଏସମ୍ପର୍କିତ କାର୍ଯ୍ୟାଳୟ, ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ ଓ ଅଫିସ୍ ଗୁଡିକ ବନ୍ଦ ରହିବ ।

ଏସମ୍ପର୍କରେ ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ, ଅଗଷ୍ଟ ୩୧ ତାରିଖରେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ଆଧାରରେ ହାଇକୋର୍ଟଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶାନାମା ଜାରି କରାଯାଇଛି ।

Comments are closed.