ପୁରୀ: ଧନ ଓ ବୈଭବର ଦେବୀ ହେଲେ ମାଆ ଲକ୍ଷ୍ମୀ । ମାଆଙ୍କୁ ସନ୍ତୁଷ୍ଟ କରିପାରିଲେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ । ତେବେ ସନ୍ଧ୍ୟା ବେଳେ କେଉଁ କାର୍ଯ୍ୟ କଲେ ମାଆ ଲକ୍ଷ୍ମୀ ରାଗନ୍ତି ଆସନ୍ତୁ ସେ ବିଷୟରେ ଜାଣିବା ।
୧. ସନ୍ଧ୍ୟା ପରେ କାହାକୁ କ୍ଷୀର, ଦହି ଦେବା ଉଚିତ ନୁହେଁ । ଆପଣ ବାହାରୁ ଏହାକୁ ଘରକୁ ଆଣିପାରିବେ । ଏହାକୁ ସନ୍ଧ୍ୟା ପରେ ଦେଲେ ଲକ୍ଷ୍ମୀ ଠାକୁରାଣୀ ଅସନ୍ତୁଷ୍ଟ ହୋଇଥାନ୍ତି ।
୨. ସକାଳୁ ଯେପରି ପୂଜା ପୂର୍ବରୁ ଘର ଦ୍ୱାର ସଫା କରାଯାଏ, ସନ୍ଧ୍ୟା ପୂର୍ବରୁ ମଧ୍ୟ ଏହା କରିବା ଉଚିତ । ବିଶେଷ କରି ମୂଖ୍ୟ ଦ୍ୱାର ଯେପରି ଅପରିସ୍କାର ନ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ ।
୩. ରାତିରେ ରୋଷେଇ ଘର ସଫା ସୁତରା କରି ଶୋଇବାକୁ ଯିବା ଉଚିତ । ଅଇଁଠା ବାସନ ରାତିରେ ପଡି ରହିଲେ ଭାରି ଖରାପ ।
୪. ମାଆ ଲକ୍ଷ୍ମୀଙ୍କ କୃପାରୁ ଆମକୁ ଅନ୍ନ ମିଳିଥାଏ । ଏହାକୁ କେବେ ହେଲେ ହତାଦାର କରିବେ ନାହିଁ । ଖାଦ୍ୟ ଛାଡିବା ଓ ଫୋପାଡିଲେ ଧନ ଏବଂ ବୈଭବର ଅଭାବ ଦେଖା ଦେଇଥାଏ ।
୫. ଘରେ ମହିଳାଙ୍କୁ ଅପମାନିତ କଲେ ଲକ୍ଷ୍ମୀ ରୁଅନ୍ତି ନାହିଁ । ସନ୍ଧ୍ୟା ପୂଜାରେ ଲକ୍ଷ୍ମୀଙ୍କୁ ମିଠା ଦେବା ଉଚିତ ।
BREAKING NEWS
- Gold Mines: ‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
- Fake note: ନକଲି ନୋଟ କାରବାର ଘଟଣାରେ ପୁଣି ୨ ଗିରଫ
- ମଦ୍ୟପାନ ସମୟରେ ଜମାରୁ ଖାଆନ୍ତୁନି ଏହି ଖାଦ୍ୟ, ଜୀବନ ପଳାଇବ !
- Hindu man lynched in Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା,ଏକ ଭିଡ଼ ପିଟି ପିଟି…
- ହର୍ବାଲ ଟିକୁ ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI
- ଶୀତ ଦିନେ ଚୁମ୍ବନ କଲେ ଛାଡ଼ିଯିବ ଥଣ୍ଡା ଜ୍ୱର ! ଜାଣନ୍ତୁ କ’ଣ କହୁଛି ମେଡିକାଲ ସାଇନ୍ସ
- ଲିଭ୍-ଇନ୍ ରିଲେସନସିପ୍କୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସମସ୍ତେ ଆଶ୍ଚର୍ଯ୍ୟ
- Illegal immigration:’ଦେଶାନ୍ତର କରିବାର ଅଧିକାର ଅଛି…’, ଅବୈଧ ପ୍ରବାସୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଥରୁରଙ୍କ ସମର୍ଥନ
- ୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ
- ରେଡ୍ ଫ୍ଲାଗ ଘୋଷଣା ହେଲା ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲା…
Comments are closed.