Latest Odisha News

BREAKING NEWS

ଲାଲ ସିଂ ଚଢ଼ା ଫିଲ୍ମର ରିଲିଜ ପର୍ଯ୍ୟନ୍ତ ଫୋନ ବନ୍ଦ କଲେ ଅମୀର

ମୁମ୍ବାଇ: ବଲିଉଡ ଷ୍ଟାର ଅମୀର ଖାଁ ତାଙ୍କର ପ୍ରତ୍ୟେକ ଫିଲ୍ମକୁ ଗୁରୁତ୍ୱ ସହକାରେ ନେଇଥାନ୍ତି । ଏବେ ସେ ଲାଲ ସିଂ ଚଢ଼ା ରିଲିଜ ପର୍ଯ୍ୟନ୍ତ ଫୋନ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି । ସାଧାରଣତଃ ଡିଜିଟାଲ ଯୁଗରେ ମୋବାଇଲଠାରୁ ଦୂରେଇ ରହିବା ଏତେଟା ସହଜ ହୋଇ ନ ଥାଏ । ମାତ୍ର ଅମୀର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରି ସମସ୍ତଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ବାରଣାସୀରେ ଫିଲ୍ମ ଶୁଟଂ କରିବା ପରେ ହଠାତ୍ ସେ ଏହା ଘୋଷଣା କରିଥିଲେ । ଫୋନ ଅନ ରହିଲେ ଫିଲ୍ମ ଶୁଟିଂ ଏବେ ଅନ୍ୟ କାର୍ଯ୍ୟରେ ଅସୁବିଧା ହେବା ଆଶଙ୍କା ରହିଛି । ଏହାକୁ ବିଚାର ରଖି ଅମୀର ତାଙ୍କ ଫୋନ ବନ୍ଦ କରିଦେଇଛନ୍ତି ।

Leave A Reply

Your email address will not be published.