Latest Odisha News

ଗରମରୁ ତ୍ରାହି

ଭୁବନେଶ୍ୱର: ବଢୁଛି ଖରା । ଅସହ୍ୟ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ହୋଇପଡୁଛନ୍ତି ଲୋକେ । କିଭଳି ଥଣ୍ଡା ଟିକେ ପାଇବେ ଲୋକେ ବିଭିନ୍ନ ଉପାୟ କରୁଛନ୍ତି । ହେଲେ ଏଥିରୁ କିନ୍ତୁ ବାଦ୍ ପଡିନାହାନ୍ତି ଜୀବଜନ୍ତୁ । ଏହିଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏକ ପ୍ରାଣୀ ଉଦ୍ୟାନରେ ଏକ ଭାଲୁ ପାଣି ଟବ୍‌ରେ ବୁଡି ନିଜକୁ ଥଣ୍ଡା କରୁଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଭାଲୁଟିର ନାଁ ହେଉଛି ଟାକୋଡା’ । ଯାହାର ଅର୍ଥ ହେଉଛି ସମସ୍ତଙ୍କର ବନ୍ଧୁ । ତେବେ ଅସହ୍ୟ ଖରା ଗରମରୁ ରକ୍ଷା ପାଇବାକୁ ଭାଲୁଟି ଏକ ୱେଡିଂ ପୁଲ୍ ଭିତରେ ପଶି ଥଣ୍ଡା ପାଣିରେ ଗାଧୋଇବାର ମଜା ନେଉଛି । ଯାହାକି କଏଦ ହୋଇଛି କ୍ୟାମେରାରେ । ଆଉ ସେହି ଭାଲୁର ସେହି ମଜାଦାର ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।<iframe

Leave A Reply

Your email address will not be published.