Latest Odisha News

BREAKING NEWS

NORCET ୨୦୨୦ ଫଳାଫଳ ଘୋଷଣା କଲା AIIMS; ସବିଶେଷ ତଥ୍ୟ ପାଇଁ ପଢ଼ନ୍ତୁ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ନର୍ସିଂ ଅଫିସର ପ୍ରବେଶ ପରୀକ୍ଷା ୨୦୨୦ ର ଫଳାଫଳ ଘୋଷଣା କରିଛି।

ପଞ୍ଜୀକୃତ ପ୍ରାର୍ଥୀମାନେ ଫଳାଫଳ ଯାଞ୍ଚ କରିବାକୁ ଅଫିସିଆଲ୍ ୱେବସାଇଟ୍ aiimsexams.org ପରିଦର୍ଶନ କରିପାରିବେ ।

୩୯୨୯ ନର୍ସିଂ ଅଫିସର ନିଯୁକ୍ତି ପାଇଁ ସେପ୍ଟେମ୍ବର ୮ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

AIIMS NORCET ୨୦୨୦ ଫଳାଫଳ ଯାଞ୍ଚ କରିବାକୁ ସିଧାସଳଖ ଲିଙ୍କ୍ ପାଇଁ କ୍ଲିକ କରନ୍ତୁ

click here

AIIMS NORCET ୨୦୨୦ ଯୋଗ୍ୟତା ତାଲିକା ସହିତ ବିଭିନ୍ନ ବର୍ଗ ପାଇଁ କଟ୍ ଅଫ୍ ମାର୍କ ମଧ୍ୟ ପ୍ରକାଶ କରିଛି

କଟ୍ ଅଫ୍ ନିମ୍ନଲିଖିତ ପ୍ରକାରର

UR/EWS – 93.3439379%

OBC (NCL) – 86.0784597%

SC – 76.2059206%

ST – 76.2059206%

UR-PWBD/EWS-PWBD – 86.3842006%

OBC (NCL)-PWBD – 80.0421427%

SC-PWBD – 64.9265602%

ST-PWBD – 73.2641973%

Leave A Reply

Your email address will not be published.