Latest Odisha News

BREAKING NEWS

୨୦୨୧ ଅକ୍ଟ‌ୋବରର‌େ ରିଲିଜ ହ‌େବ ଅଜୟଙ୍କ ‘ମଇଦାନ’

ମୁମ୍ବାଇ: ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ‘ମଇଦାନ’ ୨୦୨୧ ମସିହା ଅକ୍ଟୋବର୧୫ରେ ବଡ ପର‌ଦାକୁ ଆସିବାକୁ ଯାଉଛି।

ଏସମ୍ପର୍କର‌େ ଶନିବାର ଟ୍ବିଟ୍ କରି ସୂଚନା ଦ‌େବା ସହ ଅଜୟ ଫିଲ୍ମର ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି।

ଦଶହରା ଅବସରର‌େ ଫିଲ୍ମଟି ରିିଲିଜ ହେବାକୁ ଥିବା ବେ‌ଳ‌େ ୨୦୨୧ ଜାନୁଆରୀରୁ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବାକୁ ଯାଉଛି। ପ‌ୋଷ୍ଟର ଶେୟାର କରିଛନ୍ତି।

ମିଡିଆ ଖବର ମୁତାବକ ସୟଦ ଅବଦୁଲ ରହୀମଙ୍କ ଜୀବନୀ ଉପର‌େ ଆଧାରିତ ଏହି ଫିଲ୍ମ। ଯିଏକି ୧୯୫୦ରୁ ୧୯୬୩ ଯାଏଁ ତଥା ମୃତ୍ୟୁ ପର୍ଯ୍ୟନ୍ତ ଭାରତୀୟ ଜାତୀୟ ଦଳର ମ୍ୟାନେଜର ତଥା ଫୁଟବଲ ପ୍ରଶିକ୍ଷକ ଥିଲେ।

Leave A Reply

Your email address will not be published.