୧୩ ଅଗଷ୍ଟରେ ରିଲିଜ ହେବ ଅଜୟଙ୍କ ଭୂଜ:ପ୍ରାଇଡ ଅଫ ଇଣ୍ଡିଆ
ମୁମ୍ବାଇ: ଅଜୟ ଦେବଗାନଙ୍କ ବହୁ ପ୍ରତୀକ୍ଷୀତ ଭୂଜ: ପ୍ରାଇଡ ଅଫ ଇଣ୍ଡିଆ ଫିଲ୍ମର ରିଲିଜ ତାରିଖ ମଙ୍ଗଳବାର ଘୋଷଣା କରାଯାଇଛି । ଓଟିଟି ପ୍ଲାଟଫର୍ମରେ ଏହା ୧୩ ଅଗଷ୍ଟରେ ରିଲିଜ ହେବ । ଡିଜନୀ ପ୍ଲସ ହଟଷ୍ଟାରରେ ଦର୍ଶକମାନେ ଭାରତ-ପାକ୍ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମକୁ ଉପଭୋଗ କରିପାରିବେ ।…