Latest Odisha News

BREAKING NEWS

ବିରାଟ କୋହଲିଙ୍କ ପ୍ରଥମ ଅଡି କାର ଏବେ ବି ଥାନାରେ ପଡି ରହିଛି

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଏବେ ଅନେକ ଦାମୀ କାର ରହିଛି । ତେବେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ତାଙ୍କର ପ୍ରଥମ ଅଡି କାର ଏବେ ବି ମୁମ୍ବାଇ ଥାନରେ ପଡି ରହିଛି । ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ…୨୦୧୨ରେ ଅଡି ଇଣ୍ଡିଆ ନୂଆ ଆର୮ ମଡେଲ ଲଂଚ କରିଥିଲା । କୋହଲି ଏହାକୁ କିଣିଥିଲେ, ଏହା ଥିଲା ତାଙ୍କର ପ୍ରକୃତ ପ୍ରଥମ ଅଡି କାର ।

୨୦୧୬ରେ ସାଗର ଠକ୍କର ନାମକ ଜନୈକ ଏକ ବ୍ୟକ୍ତିକୁ ସେ ଏହା ବିକ୍ରି କରି ଦେଇଥିଲେ । ସାଗର ଏକ ବଡ ସ୍କାମରେ ଧରା ପଡିଥିଲେ । ପୋଲିସ ତାଙ୍କ କାର ଜବତ କରିଥିଲା । ଏବେ ବି ସେହି କାର ମୁମ୍ବାଇ ପୋଲିସ ଗ୍ରାଉଣ୍ଡରେ ପାର୍କ ହୋଇ ରହିଛି ।

Leave A Reply

Your email address will not be published.