ଇଲଂଣ୍ଡ: ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଦେଶର ସମସ୍ତ ବିଦ୍ୟାଳୟ ଖୋଲାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସ୍ ପାଇଁ ସ୍କୁଲ୍ଗୁଡ଼ିକୁ ଦୀର୍ଘଦିନ ଧରି ବନ୍ଦ ରଖାଯାଇଥିଲା । କରୋନା କଟକଣା ସହିତ ମାର୍ଚ୍ଚ ମାସ ୮ ତାରିଖରୁ ଇଂଲଣ୍ଡର ସମସ୍ତ ସ୍କୁଲ୍ ଖୋଲାଯିବ ବୋଲି ସେ କହିଛନ୍ତି ।
ଏଥିସହିତ ବାହାରେ ବୁଲିଯିବା ପାଇଁ ଯୋଜନା କରିବା ସହିତ ଲୋକମାନେ ସେମାନଙ୍କର ବାହାର କାମ ଏହି ତାରିଖରୁ କରିପାରିବେ ବୋଲି ଘୋଷଣା କରାଯାଇଛି ।
ଆଜି ସଂସଦରେ ରଖିଥିବା ଏକ ବିବୃତ୍ତିରେ ଜନ୍ସନ୍ କହିଛନ୍ତି, ମାର୍ଚ୍ଚ ୨୯ ତାରିଖକୁ ଲକ୍ଡାଉନ୍କୁ ଅଧିକ କୋହଳ କରାଯିବ । ବାହାରେ ୬ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବା ସହିତ ଦୁଇଟି ପରିବାର ଏକାଠି ହୋଇପାରିବେ ଏବଂ କିଛି କ୍ରୀଡ଼ା ଯଥା ଟେନିସ୍ ଓ ଫୁଟ୍ବଲ୍ ଆଦିକୁ ଅନୁମତି ଦିଆଯିବ ।
ତେବେ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତିକୁ ନେଇ ଅଭିଭାବକମାନେ ସ୍ୱାଗତ କରିଛନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.