Latest Odisha News

BREAKING NEWS

କେନ୍ଦ୍ରାପଡାରୁ ଆଜି ଚିହ୍ନଟ ସମସ୍ତ ବ୍ୟକ୍ତି ପଟ୍ଟାମୁଣ୍ଡାଇ ଅଞ୍ଚଳର: ଜିଲ୍ଲାପାଳ

କେନ୍ଦ୍ରାପଡା : ଆଜି କେନ୍ଦ୍ରାପଡାରୁ ଚିହ୍ନଟ ହୋଇଛନ୍ତି ୫ କରୋନା ପଜିଟିଭ । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପଟ୍ଟାମୁଣ୍ଡାଇ ଅଞ୍ଚଳର ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରଛନ୍ତି ।

BjdElectrycity

ଗୋଟିଏ କ୍ଵାରେଣ୍ଟାଇନ ସେଣ୍ଟରରେ ରହୁଥିବା ଏହି ବ୍ୟକ୍ତି ମାନେ ସୁରତ ଫେରନ୍ତା । ଗତ ୩ ତାରିଖରେ ଗୋଟିଏ ବସ୍ ରେ ଏମାନେ ଫେରିଥିଲେ । ସଂସ୍ପର୍ଶରେ ଆସିଥିବା ସମସ୍ତ ୫୮ ଙ୍କୁ ସ୍ୱାବ ସଂଗ୍ରହ କରାଯାଇଥିଲା। ସମସ୍ତ ପଜିଟିଭ ଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
.

Leave A Reply

Your email address will not be published.