Latest Odisha News

BREAKING NEWS

୧୪ରେ ଓଟିଟିରେ ରିଲିଜ କରିବ ଫିଲ୍ମ ‘ପୁଷ୍ପା’

ନୂଆଦିଲ୍ଲୀ: ଦକ୍ଷିଣୀ ସିନେ ଷ୍ଟାର୍‌ ଆଲୁ ଅର୍ଜୁନଙ୍କ ଅଭିନୀତ ବ୍ଲକବଷ୍ଟର ମୁଭି ‘ପୁଷ୍ପା’ର ବକ୍ସ ଅଫିସରେ ବଡ଼ ସଫଳତା ହାସଲ କରିଛି। ୩୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି ଫିଲ୍ମ ପୁଷ୍ପା। ଏହାର ହିନ୍ଦୀ ସଂସ୍କରଣ ଜାନୁଆରୀ ୧୪ରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି।

ଡିସେମ୍ବର ୧୭ ରେ ଏହାର ତେଲୁଗୁ ସଂସ୍କରଣ ପ୍ରେକ୍ଷାଳୟରେ ରିଲିଜ ହେବା ପରଠାରୁ ୮୦.୪୮ କୋଟି ଟଙ୍କା ରୋଜଗାର କରିଛି।

Leave A Reply

Your email address will not be published.