Latest Odisha News

BREAKING NEWS

ଦୁର୍ଗା ପୂଜା ପାଇଁ ହାଇକୋର୍ଟରେ ଆବେଦନ

ଭୁବନେଶ୍ୱର: ଦୂଗାପୂଜା ଅନୁମତି ପାଇଁ ହାଇକୋର୍ଟରେ ଆବେଦନ । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । କୋଭିଡ ନିୟମ ପାଳନ କରି ପୂଜା କରାଯିବ । ତେଣୁ ଦୀର୍ଘ ଦିନର ପରମ୍ପରା ନ ଭାଙ୍ଗିବାକୁ ପୂଜା କମିଟି ପକ୍ଷରୁ ଆବେଦନ କରାଯାଇଛି ।

କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଗଣେଶ ପୂଜା ବି ବନ୍ଦ ରହିଥିଲା । ଆଗକୁ ଦୁର୍ଗାପୂଜା ଆସୁଥିବାରୁ କୋଭିଡ ନିୟମ ମାନି ପୂଜା କରିବାକୁ ଅନୁମତି ଦେବାକୁ କୋର୍ଟକୁ ନିବେଦନ କରିଛନ୍ତି ପୂଜା କମିଟି ।

 

Leave A Reply

Your email address will not be published.