Latest Odisha News

BREAKING NEWS

ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ଅପରାହ୍ନରେ ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ନନ୍ଦନକାନନ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାର ମୃତ ଆନାକୋଣ୍ଡା ଶରୀରର ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ।

ପ୍ରାପ୍ତ ସୂଚନା ଅନୁଯାୟୀ, ନନ୍ଦନକାନନର ୫ ଜଣିଆ ଟିମ ଗତ ଅକ୍ଟୋବରରେ ଚେନ୍ନାଇସ୍ଥିତ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟରୁ ୮ଟି ହଳଦିଆ ଆନାକୋଣ୍ଡା ଓ ୩ଟି ନୀଳନଦୀ କୁମ୍ଭୀର ଆଣିଥିଲେ ।

Leave A Reply

Your email address will not be published.