Latest Odisha News

BREAKING NEWS

ଏହି ରାଜ୍ୟରେ ମେ ୩୧ ଯାଏ ବଢିଲା ଆଂଶିକ ଲକ୍‌ଡାଉନ୍‌

ଆନ୍ଧ୍ରପ୍ରଦେଶ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସରକାର ଆଂଶିକ ଲକ୍‌ଡାଉନ୍‌କୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀଙ୍କ ଦ୍ୱାରା ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଦିନକୁ ୧୮ ଘଣ୍ଟା ପାଇଁ କର୍ଫ୍ୟୁ ସଦୃଶ ଆଂଶିକ ଲକଡାଉନ୍ ପ୍ରଥମେ ମେ ୫ ରେ ଲାଗୁ କରାଯାଇଥିଲା ଏବଂ ଏହା ମେ ୧୮ରେ ଶେଷ ହେବାର ଥିଲା। କିନ୍ତୁ ଏହା ବର୍ତ୍ତମାନ ମାସ ଶେଷ ଅର୍ଥାତ୍‌ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମଧ୍ୟାହ୍ନ ୧୨ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।

Leave A Reply

Your email address will not be published.