Latest Odisha News

BREAKING NEWS

ହାପି ବାର୍ଥ ଡେ ଅନୀଲ

ମୁମ୍ବାଇ: ଏଭର୍‌ଗ୍ରୀନ୍‌ ଆକ୍ଟର ଅନୀଲ କପୁର। ଆଜି ତାଙ୍କ ୬୫ ତମ ଜନ୍ମଦିନ। ନିଜର ଚାର୍ମିଂ ଚେହେରା ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ଅନିଲ। ଡିସେମ୍ବର ୨୪ରେ ଅଭିନେତା ୬୫ ବର୍ଷ ବୟସରେ ପାଦ ଦେଇଛନ୍ତି।

ଅନିଲଙ୍କ ଭାଇ ବୋନି କପୁର ସେମାନଙ୍କର ଥ୍ରୋବ୍ୟାକ୍ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ବୋନି କପୁର ଅନୀଲ୍‌ଙ୍କ ପାଇଁ ଏକ ସୁନ୍ଦର ନୋଟ୍ ସେୟାର କରିଛନ୍ତି। ଅର୍ଜୁନ କପୁର ମଧ୍ୟ ଅନିଲ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Comments are closed.