Latest Odisha News

BREAKING NEWS

Browsing Tag

Anil Kapoor

ବକ୍ସ ଅଫିସରେ ଧମାଲ କରୁଛି ଫାଇଟର, ଦ୍ୱିତୀୟ ଦିନରେ କରିଛି ଏତିକି କୋଟି ରୋଜଗାର

ମୁମ୍ବାଇ: ଜାନୁଆରୀ 25 ରେ ହାଇ ବଜେଟ ସିନେମା ଫାଇଟର ବଡ଼ ପରଦାରେ ରିଲିଜ ହୋଇଛି। ଦୁଇ ଦିନରେ ସିନେପ୍ରେମୀଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ଏହି ସିନେମା। ଗଣତନ୍ତ୍ର ଦିବସ ଏକ ଜାତୀୟ ଛୁଟିଦିନ ହେତୁ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିଛି। ଫଳରେ ଦୁଇ ଦିନ ମଧ୍ୟରେ ଭାରତରେ…

ବିମାନରେ ସହଯାତ୍ରୀଙ୍କୁ ଏମିତି ସାହାଯ୍ୟ ଅନିଲ କପୁର, ଭାବୁକ ହେଲେ ଯୁବତୀ

ନୂଆଦିଲ୍ଲୀ: ବେଳେବେଳେ ଛୋଟ ଛୋଟ ଘଟଣା ସୁନ୍ଦର ସ୍ମୃତି ହୋଇ ମନରେ ରହିଯାଏ । ଯେତେବେଳେ ଏହି ସ୍ମୃତି ମନେ ପଡେ ତାହାର ମହକ ମୁହୂର୍ତ୍ତକ ପାଇଁ ହେଉ ପଛେ ମନକୁ ମହକାଇ ଦିଏ । ସୋସିଆଲ ମିଡିଆରେ ଜଣେ ମହିଳା ଏମିତି ଏକ ଅନୁଭୂତି ସେୟାର କରିଛନ୍ତି । ସେ କହିଛନ୍ତି, ଛୋଟ ଛୋଟ କାମ…

‘କଫି ୱିଥ୍ କରନ’ରେ ନଜର ଆସିବେ ଅନିଲ କପୁର ଏବଂ ବରୁଣ ଧାୱନ

ମୁମ୍ବାଇ: ଗ୍ଲାମର ୱାର୍ଲଡରେ ଯିଏ ଯେତେ ୟଙ୍ଗ ରୁହେ ତାର ଚାହିଦା ସେତେ ବଢେ। ବିଶେଷ କରି ଫିଲ୍ମି ଦୁନିଆରେ ଲୁକ ଉପରେ ଚାଲିଛି ବହୁତ ଚର୍ଚ୍ଚା। ଏଥର ଅନିଲ କପୁର ଏବଂ ବରୁଣ ଧାୱନ 'କଫି ୱିଥ୍ କରନ' ଶୋ'ରେ କରନ ଜୋହରଙ୍କ ଅତିଥି ହେବାକୁ ଯାଉଛନ୍ତି। ଆଉ ଏହି ଶୋରେ ଅନିଲଙ୍କ ୟଙ୍ଗ ରହିବା ଉପରେ…

ଚର୍ଚ୍ଚାରେ “ଥାର୍‌”, ଏକାଠି ଆସୁଛନ୍ତି ବାପ ପୁଅ

ମୁମ୍ବାଇ: ଡିଜିଟାଲ୍ ପ୍ଲାଟଫର୍ମ ମୋହରେ ଅଧିକାଂଶ ଭାରତୀୟ । ଲକଡାଉନ୍ ସମୟରେ ଫିଲ୍ମ ତଥା ୱେବ୍ ସିରିଜ୍ ପ୍ରେମୀଙ୍କୁ ଓଟିଟି ପ୍ଲାଟଫର୍ମ ଦେଇଥିଲା ନୂଆ ଦିଗ । ଅନେକ ପୁରୁଖା ଅଭିନେତା ତଥା ଅଭିନେତ୍ରୀ ଓଟିଟି ପ୍ଲାଫର୍ମକୁ ଆପଣେଇଥିଲାବେଳେ ଆଗାମୀ ଦିନରେ ଏକ ଜବରଦସ୍ତ ଫିଲ୍ମରେ ବଲିଉଡର…

ହାପି ବାର୍ଥ ଡେ ଅନୀଲ

ମୁମ୍ବାଇ: ଏଭର୍‌ଗ୍ରୀନ୍‌ ଆକ୍ଟର ଅନୀଲ କପୁର। ଆଜି ତାଙ୍କ ୬୫ ତମ ଜନ୍ମଦିନ। ନିଜର ଚାର୍ମିଂ ଚେହେରା ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ଅନିଲ। ଡିସେମ୍ବର ୨୪ରେ ଅଭିନେତା ୬୫ ବର୍ଷ ବୟସରେ ପାଦ ଦେଇଛନ୍ତି। ଅନିଲଙ୍କ ଭାଇ ବୋନି କପୁର ସେମାନଙ୍କର ଥ୍ରୋବ୍ୟାକ୍ ଫଟୋ ସେୟାର କରି…

ଟ୍ରିଟମେଣ୍ଟ ପାଇଁ ଜର୍ମାନୀରେ ଅନିଲ କପୁର, ଶେୟାର କଲେ ଭିଡିଓ ,କହିଲେ ଆଜି ଚିକିତ୍ସାର ଶେଷ ଦିନ

ମୁମ୍ବାଇ: ବଲିଉଡର ଫିଟନେସ୍ ଏଭରଗ୍ରୀନ୍ ଷ୍ଟାର ଅନିଲ କପୁର ଏବେ ରୋଗରେ ପୀଡିତ । ଅନୀଲ କପୁର ନିଜ ରୋଗର ଟ୍ରିଟମେଣ୍ଟ ପାଇଁ ଜର୍ମୀନୀ ଯାଇଛନ୍ତି । ସେଠାରୁ ସେ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ହେଲେ ଭିଡିଓରେ ତାଙ୍କର କ୍ୟାପସନ ଦେଖି ଏବେ ଚିନ୍ତାରେ ପଡି ଯାଇଛନ୍ତି…

ଭାରତୀୟ ବାୟୁସେନାର ଆପତ୍ତି ପର‌େ କ୍ଷମା ମାଗିଲ‌େ ଅନିଲ କପୁର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଆପତ୍ତି ପରେ କ୍ଷମା ମାଗିଛନ୍ତି ବଲିଉଡ ଅଭିନେତା ଅନିଲ କପୁର। ବୁଧବାର ଦିନ ଅନିଲ୍ ତାଙ୍କର ଅପକମିଂ ଚଳଚ୍ଚିତ୍ର "AK vs AK" ର ଟିଜର ସେୟାର କରିଥିଲ‌େ। https://twitter.com/IAF_MCC/status/1336589631962300416?s=19 ଯାହା ପରେ…

AK Vs AK: ବର୍ଦ୍ଦି ପିନ୍ଧ ସୀମା ଲଙ୍ଘିଲେ ଅନିଲ କପୁର! ଆପତ୍ତି ଜଣାଇଲା ବାୟୁସେନା, ସିନ୍ ହଟାଇବାକୁ ଦାବି

ନୂଆଦିଲ୍ଲୀ: ଅଭିନେତା ଅନିଲ କପୁରଙ୍କ ଆଗାମୀ ପ୍ରୋଜେକ୍ଟ  AK Vs AK । ଏଥିରେ ମୁଖ୍ୟ ଭୁମିକାରେ ଅଛନ୍ତି ଅନିଲ କପୁର । ରିଲିଜ୍ ହୋଇଥିବା ଟ୍ରେଲରରେ ତାଙ୍କୁ ବାୟୁସେନା ଅଧିକାରୀଙ୍କ ୟୁନିଫର୍ମରେ ଦେଖିବାକୁ ମିଳିଛି । ଏହି ସିନକୁ ନେଇ ଭାରତୀୟ ବାୟୁସେନା ଆପତ୍ତି ଜଣାଇଛି । ସିନକୁ ଫିଲ୍ମରୁ…

AK Vs AK: ଅନିଲ କପୁର ଓ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଟ୍ବିଟର ୱାର !

ମୁମ୍ବାଇ: ଅଭିନେତା ଅନିଲ କପୁର ଓ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟ୍ବିଟର ୱାର । ପ୍ରଥମେ ସାମ୍ନାକୁ ଆସିଥିବା ମଜାଳିଆ ଟ୍ବିଟ୍ ଧୀରେ ଧୀରେ ସବୁ ସୀମା ପାର କରିଛି । ବ୍ୟକ୍ତିଗତ କଥାକୁ ନେଇ ଦୁହେଁ ଦୁଇ ଜଣଙ୍କୁ ଟାର୍ଗେଟ୍ କରୁଛନ୍ତି । ଦିଲ୍ଲୀ କ୍ରାଇମ୍…

ତେଲୁଗୁ ଫିଲ୍ମରେ ଅନୀଲ କପୁର

ମୁମ୍ବାଇ: ଟଲିଉଡରେ ଡେବ୍ୟୁ କରିବେ ବଲିଉଡ୍ ସୁପରଷ୍ଟାର । ୬୩ ବର୍ଷର ମାଚୋ ମ୍ୟାନ୍ ଅନୀଲ କପୁରଙ୍କୁ ମିଳିଛି ନେଗେଟିଭ୍ ରୋଲ୍ । ଅର୍ଥାତ୍ ଫିଲ୍ମରେ ଭିଲେନ୍ ରୋଲରେ ଦେଖାଦେବେ ବଲିଉଡର ଲଖନ । ଆଉ ଏହି ଅପ କମିଂ ପ୍ରୋଜେକ୍ଟରେ ହିରୋ ଭୂମିକାରେ ନଜର ଆସିବେ ସୁପରଷ୍ଟାର ମହେଶ ବାବୁ । ଦଶହରା ପରେ…