Latest Odisha News

BREAKING NEWS

Browsing Tag

Birthday

ଜନ୍ମଦିନରେ କେକ୍‌ କାଟୁଛି ଶୁଆ, ଭୋଜି ଖାଉଛନ୍ତି ବନ୍ଧୁ ପରିଜନ

ସୁବର୍ଣ୍ଣପୁର : ଆଜିକାଲିର ଫ୍ୟାସନ ଜନ୍ମଦିନରେ କେକ୍‌ କାଟିବା  । ଆଉ ଜନ୍ମଦିନରେ କେକ୍‌ କଟା ନଗଲେ ଫିକା ପଡ଼ିଯାଏ ମନ  । ଆପଣମାନେ ନିଜ ନିଜ ଜନ୍ମଦିନରେ କେକ୍‌ କାଟିଥିବେ ଆଉ ଆପଣମାନଙ୍କ ବନ୍ଧୁ ଜନ୍ମଦିନରେ କେକ୍‌ କାଟିବାର ବି ଦେଖିଥିବେ  । ହେଲେ ଆମେ କହୁଛୁ ଜନ୍ମ ଦିନରେ କେକ୍‌ କାଟୁଛି…

ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ୩୪ ବର୍ଷରେ ପାଦ ଥାପିଲେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି। ସରାବିଶ୍ବରୁ ଜନ୍ମଦିନ ପାଇଁ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୮୮ ମସିହା ନଭେମ୍ବର ୫ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କୋହଲି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ…

୫୭ ବର୍ଷରେ କିଙ୍ଗ୍‌ ଖାନ୍‌ ଶାହାରୁଖ

ନୂଆଦିଲ୍ଲୀ : ଆଜି ଶାହାରୁଖଙ୍କ ଜନ୍ମ ଦିନ । ୫୭ ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡର ଚର୍ଚ୍ଚିତ ହିରୋ ଶାହାରୁଖ । ଆଜିଯାଏଁ ସବୁବେଳେ ଫ୍ୟାନମାନଙ୍କ ହୃଦୟରେ ରାଜ କରି ଆସିଛନ୍ତି କିଙ୍ଗଖାନ୍‌। ତାଙ୍କ ସଫଳତାର ଜୀବନ ଭିତରେ ସେ ବହୁତ ଉତଥାନ ପତନ ଦେଖିଛନ୍ତି । ହେଲେ ତାଙ୍କ ଏହି ଶଫରରେ ସେ…

ବିଜୁ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ପାରାଦୀପ : ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସକୁ ସାରା ରାଜ୍ୟରେ ମହା ସମାରୋହରେ ପାଳନ କରାଯାଉଥିବା ବେଳେ ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ ପରିସରରେ ମୂଖ୍ୟମନ୍ତ୍ରୀ ଜନ୍ମଦିନକୁ ବଡ ଧୁମଧାମରେ ପାଳନ କରାଯାଇଛି। ଏହି ଅବସରରେ ପାରାଦୀପ ନଗର ବିଜୁ ଜନତା ଦଳର…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଧର୍ମଶାଳା ଯୁବ ବିଜେଡି ପକ୍ଷରୁ ୧୦୮ ଦୀପଦାନ

ଯାଜପୁର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଧର୍ମଶାଳା ବିଜୁ ଯୁବ ଜନତା ଦଳ ପକ୍ଷରୁ ୧୦୮ ଦୀପଦାନ। ଆଜି ସକାଳୁ ଯାଜପୁର ଜିଲ୍ଲାର ଅନ୍ୟତମ  ପ୍ରସିଦ୍ଧ ଶୈବ ପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ…

ଜନ୍ମଦିନରେ ହାଇଦ୍ରାବାଦ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅକ୍ଟୋବର ୧୬ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆସନ୍ତାକାଲି ନବୀନ ୭୬ ବର୍ଷରେ ପାଦ ଥାପିବେ । ଗତ କିଛିବର୍ଷ ହେଲା ଜନ୍ମଦିନ ପାଳୁ ନଥିବା ନବୀନ ରବିବାର ଜନ୍ମଦିନରେ ହାଇଦ୍ରାବାଦ ଅଭିମୁଖେ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପୂର୍ବରୁ…

୮୦ ବର୍ଷରେ ପାଦ ଥାପିଲେ ବିଗ୍‌ ବି ଅମିତାଭ ବଚ୍ଚନ

ମୁମ୍ବାଇ: ଆଜି ହେଉଛି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ  । ୮୦ ବର୍ଷରେ ପାଦ  ଦେଇଛନ୍ତି ବିଗ୍‌ ବି ଅମିତାଭ  । ଗୋଟିଏ ନାଁ  କିନ୍ତୁ ସାଉଁଟିଛନ୍ତି ଅନେକ ଚରିତ୍ର ଓ ଅନେକ ପରିଚୟ । ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ…

୪୧ ବର୍ଷରେ ପାଦ ଦେଲେ କମେଡି କିଙ୍ଗ୍ କପିଲ ଶର୍ମା

ମୁମ୍ବାଇ: ଭାରତର ଅନନ୍ୟ ହାସ୍ୟ ଅଭିନେତା କପିଲ ଶର୍ମା । ଏହି କମେଡିଆନଙ୍କ ଗୁଣଗାନ କେବଳ ଭାରତରେ ସୀମିତ ନାହିଁ । ପଡୋଶୀ ଦେଶମାନଙ୍କରେ ବି କପିଲଙ୍କର ଖୁବ ଚର୍ଚ୍ଚାରେ ରହିଛି । ନିକଟରେ ଭୁବନେଶ୍ୱର ଆସିଥିବା ଏହି ହାସ୍ୟ ଅଭିନେତା ଆଜି ନିଜର ୪୧ତମ ଜନ୍ମଦିନ ପାଳନ କରିଛନ୍ତି । ଅପ୍ରେଲ୍…

ଜନ୍ମଦିନରେ ପ୍ରଶଂସକଙ୍କୁ ଏହି ବିଶେଷ ଉପହାର ଦେଲେ ଦୀପିକା

ମୁମ୍ବାଇ: ଆଜି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ୩୬ ତମ ଜନ୍ମଦିନ। ଜନ୍ମଦିନ ଅବସରରେ ଦୀପିକା ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ବଢୁଥିବା କରୋନା ମାମଲା ମଧ୍ୟରେ ଅଧିକାଂଶ ଚଳଚ୍ଚିତ୍ରର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଉଛି। ତେବେ ଫିଲ୍ମ ରିଲିଜ ଡେଟ୍‌…

ହାପି ବାର୍ଥ ଡେ ଅନୀଲ

ମୁମ୍ବାଇ: ଏଭର୍‌ଗ୍ରୀନ୍‌ ଆକ୍ଟର ଅନୀଲ କପୁର। ଆଜି ତାଙ୍କ ୬୫ ତମ ଜନ୍ମଦିନ। ନିଜର ଚାର୍ମିଂ ଚେହେରା ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ଅନିଲ। ଡିସେମ୍ବର ୨୪ରେ ଅଭିନେତା ୬୫ ବର୍ଷ ବୟସରେ ପାଦ ଦେଇଛନ୍ତି। ଅନିଲଙ୍କ ଭାଇ ବୋନି କପୁର ସେମାନଙ୍କର ଥ୍ରୋବ୍ୟାକ୍ ଫଟୋ ସେୟାର କରି…