Latest Odisha News

BREAKING NEWS

ଭକ୍ତି ଆଉ ଶକ୍ତି : ବଡିବିଲ୍ଡର ଅନୀଲଙ୍କ ରଥଟଣା ମନ କିଣୁଛି

ପୁରୀ: ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବଡି ବିଲ୍ଡର ଅନୀଲ ଗୋଚ୍ଛିକାର ଭକ୍ତି ଏବଂ ଶକ୍ତିର ପ୍ରଦର୍ଶନ ସମସ୍ତଙ୍କ ମନ କିଣୁଛି । ରଥଯାତ୍ରା କୋଭିଡ କଟକଣା ନିୟମ ମାନି କରିବା ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେବା ପରେ ସେବାୟତମାନେ ଏଥିରେ ରାଜି ହେବା ସହ ସଫଳ ମଧ୍ୟ କରିଥିଲେ । ଏହି ସେବାୟତଙ୍କ ମଧ୍ୟରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ତଥା ପୂର୍ବତନ ମିଷ୍ଟର ଇଣ୍ଡିଆ ବଡି ବିଲ୍ଡର ରଥ ଟାଣିଥିଲେ ।

ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି । ମହାପ୍ରଭୁ ଜଗନ୍ନାଥ ଆମ ଶକ୍ତି । ତାଙ୍କ ରଣ ଟାଣିବା ମୋର ଭକ୍ତି ଏବଂ କର୍ତବ୍ୟ । ଏହା ପୂର୍ବରୁ ମଧ୍ୟ ଅନୀଲଙ୍କ ଫଟୋ ସୋସିଆଲ ସାଇଟରେ ବେଶ୍ ଆଦୃତ ହୋଇଛି ।

Leave A Reply

Your email address will not be published.