Latest Odisha News

BREAKING NEWS

ନାଗରିକତା ବିଲ୍ ବିରୋଧରେ ହିଂସା: ଓଡ଼ିଶାର ଏହି ଟ୍ରେନ ବାତିଲ

ଭୁବନେଶ୍ୱର: ଦେଶରେ ନାଗରିକତା ସଂଶୋଧନ ବିଲ୍ ବିରୋଧରେ ବଢୁଥିବା ହିଂସା ଫଳରେ ଦକ୍ଷିଣ ପୂର୍ବ ରେଳବାଇର ହାୱଡା-ଖଡଗପୁର ରେଳ ଡିଭିଜନ ଅନ୍ତର୍ଗତ ସମସ୍ତ ରେଳ ଷ୍ଟେସନରେ ମଧ୍ୟ ଉତ୍ତେଜନା ଦେଖାଯାଇଛି । ଯାହାଫଳରେ ଓଡିଶାର ଅନେକ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ତେବେ ହାୱଡା ଯାଉଥିବା ଟ୍ରେନଗୁଡିକ ସୁଚାରୁ ରୂପେ ଗତି କରୁଥିବା ବେଳେ ଓଡିଶାର କିଛି ଟ୍ରେନକୁ ବାତିଲ କରାଯାଇଥିବା ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ହାୱଡାରୁ ବାତିଲ ହୋଇଥିବା ଟ୍ରେନ୍:

୨୨୨୦୧ ସେଲଡହ-ପୁରୀ ଏକ୍ସପ୍ରେସ୍- ସେଲଡହରୁ ବାତିଲ (୧୬.୧୨.୨୦୧୯)

୧୨୮୪୧ ହାୱଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍- ହାୱଡାରୁ (୧୬.୧୨.୨୦୧୯)

୧୨୮୬୩ ହାୱଡା-ଯଶବନ୍ତପୁର ଏକ୍ସପ୍ରେସ୍- ହାୱଡାରୁ (୧୬.୧୨.୨୦୧୯)

୧୨୮୩୯ ହାୱଡା-ଚେନ୍ନାଇ ମେଲ୍- ହାୱଡାରୁ (୧୬.୧୨.୨୦୧୯)

 ଓଡିଶାର ଅନେକ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

୧୨୭୦୩ ହାୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ୍- ହାୱଡାରୁ (୧୬.୧୨.୨୦୧୯)

୨୦୮୯୦ ତିରୁପତି-ହାୱଡା ଏକ୍ସପ୍ରେସ୍- ତିରୁପତିରୁ (୧୫.୧୨.୨୦୧୯)

୨୨୮୭୮ ଏର୍ଣ୍ଣାକୁଲମ୍-ହାୱଡା ଏକ୍ସପ୍ରେସ୍- ଏର୍ଣ୍ଣାକୁଲମ୍ (୧୭.୧୨.୨୦୧୯)

୧୨୨୪୬ ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍- ଯଶବନ୍ତପୁରୁ (୧୬.୧୨.୨୦୧୯)

୨୨୮୬୦ ଚେନ୍ନାଇ-ପୁରୀ ଏକ୍ସପ୍ରେସ୍- ଚେନ୍ନାଇରୁ (୧୬.୧୨.୨୦୧୯)

୧୮୦୪୮ ଭାସ୍କୋଡାଗାମା-ହାୱଡା ଅମରାବତି ଏକ୍ସପ୍ରେସ୍- ଭାସ୍କୋଡାଗାମାରୁ (୧୫.୧୨.୨୦୧୯)

୧୨୮୬୪ ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍- ଯଶବନ୍ତପୁରରୁ (୧୫.୧୨.୨୦୧୯)

୦୨୮୬୦ ଚେନ୍ନାଇ-ପୁରୀ ସ୍ପେଶାଲ୍- ଚେନ୍ନାଇରୁ (୧୬.୧୨.୨୦୧୯)

୨୨୮୧୮ ମୈସୁର-ହାୱଡା ଏକ୍ସପ୍ରେସ୍- ମୈସୁର (୧୬.୧୨.୨୦୧୯)

୧୨୨୪୬ ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍- ଯଶବନ୍ତପୁର (୧୬.୧୨.୨୦୧୯)

୧୨୫୧୦ ଗୌହାଟୀ-ବାଙ୍ଗାଲୋର କାଣ୍ଟ୍ ଏକ୍ସପ୍ରେସ୍- ଗୌହାଟୀରୁ (୧୭.୧୨.୨୦୧୯)

୧୨୫୦୪ ଅଗରତାଲାର-ବାଙ୍ଗାଲୋର କାଣ୍ଟ୍ ଏକ୍ସପ୍ରେସ୍- ଅଗରତାଲାରୁ (୧୭.୧୨.୨୦୧୯)

୧୨୫୧୪ ଗୌହାଟୀ-ସିକନ୍ଦରାବାଦ ଏକ୍ସପ୍ରେସ- ଗୌହାଟୀରୁ (୧୯.୧୨.୨୦୧୯)

Leave A Reply

Your email address will not be published.