Latest Odisha News

BREAKING NEWS

Browsing Tag

Citizenship Bill

ତେଜିଲା ସିଏଏ ନିଆଁ; ଦେଶବ୍ୟାପୀ ବଢୁଛି ଜନଅସନ୍ତୋଷ, ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ ନିକଟ ଅତୀତରେ ଆଇନରେ ପରିଣତ ହୋଇଥିବା ବେଳେ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ଯାହାଫଳରେ ଦେଶବ୍ୟାପୀ ବିକ୍ଷୋଭ ଓ ଉତ୍ତେଜନା ଦେଖାଦେଇଛି । ଏହି ସିଏଏ ବିଧେୟକକୁ ନେଇ ଚାରିଆଡେ ହିଂସା ଭଳି ପରିସ୍ଥିତି ଦେଖାଯାଉଥିବା ବେଳେ ଦିଲ୍ଲୀରେ…

ନାଗରିକତା ବିଲ୍ ବିରୋଧରେ ହିଂସା: ଓଡ଼ିଶାର ଏହି ଟ୍ରେନ ବାତିଲ

ଭୁବନେଶ୍ୱର: ଦେଶରେ ନାଗରିକତା ସଂଶୋଧନ ବିଲ୍ ବିରୋଧରେ ବଢୁଥିବା ହିଂସା ଫଳରେ ଦକ୍ଷିଣ ପୂର୍ବ ରେଳବାଇର ହାୱଡା-ଖଡଗପୁର ରେଳ ଡିଭିଜନ ଅନ୍ତର୍ଗତ ସମସ୍ତ ରେଳ ଷ୍ଟେସନରେ ମଧ୍ୟ ଉତ୍ତେଜନା ଦେଖାଯାଇଛି । ଯାହାଫଳରେ ଓଡିଶାର ଅନେକ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ହାୱଡା ଯାଉଥିବା…

ନାଗରିକତା ସଂଶୋଧନ ବିଲ: ଉତ୍ତର-ପୂର୍ବାଞ୍ଚଳରେ ସ୍ଥିତି ଶାନ୍ତ, ପଶ୍ଚିମବଙ୍ଗରେ ବଢୁଛି ଜନଅସନ୍ତୋଷ

ନୂଆଦିଲ୍ଲୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହିତ ହେବା ଏବଂ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଜନଅସନ୍ତୋଷ ବଢିଛି । ଏହି ବିଲକୁ ବିରୋଧ କରି ଆସାମରେ ସୃଷ୍ଟି ହୋଇଥିବା ହିଂସା ପରିସ୍ଥିତି ଶାନ୍ତ ପଡୁଥିବା…

ସୁରକ୍ଷିତ ଫେରିଲେ ଓଡିଶା କ୍ରିକେଟର; ଅଶାନ୍ତ ଗୌହାଟୀରେ ବିତାଇଥିଲେ ୨ ଦିନ

ଭୁବନେଶ୍ୱର: ନାଗରିକତା ବିଲକୁ ବିରୋଧ କରି ଆସାମରେ ହିଂସା ପରିସ୍ଥିତି ଉପୁଜିଥିବା ବେଳେ ସେଠାରେ ଫସି ରହିଥିବା ଓଡିଶାର ଅଣ୍ଡର-୧୯ ଓ ଅଣ୍ଡର-୨୩ ବର୍ଗର କ୍ରିକେଟ୍ ଟିମ୍ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅଣ୍ଡର-୨୩ ଟିମ୍ ମ୍ୟାଚ ଖେଳିଥିବା ବେଳେ ଅଣ୍ଡର-୧୯…

ନାଗରିକତା ସଂଶୋଧନ ବିଲ୍: ଆସାମରେ କର୍ଫ୍ୟୁ ପରେ ଏବେ ଶିଲଂରେ ଉତ୍ତେଜନା, ଇଣ୍ଟରନେଟ୍ ସେବା ବନ୍ଦ

ଗୌହାଟୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହିତ ହେବାପରେ ଏହାକୁ ବିରୋଧ କରି ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ପ୍ରାପ୍ତ ସୂଚନାନୁଯାୟୀ ଆସାମର ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଏବେ…

ନାଗରିକତା ସଂଶୋଧନ ବିଲ୍: ଉତ୍ତର-ପୂର୍ବାଞ୍ଚଳରେ ଉତ୍ତେଜନା, ଲାଗୁ ହେଲା କର୍ଫ୍ୟୁ

ଗୌହାଟୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହିତ ହୋଇଥିବାବେଳେ ଏହାକୁ ବିରୋଧ କରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଯାହାର ପ୍ରଭାବ ଆସାମର ବିଭିନ୍ନ ସ୍ଥାନରେ ପଡିଛି । ବିକ୍ଷୋଭକାରୀମାନେ ଆସାମ ମୁଖ୍ୟମନ୍ତ୍ରୀ…

ନାଗରିକତା ସଂଶୋଧନ ବିଲ୍: ଉତ୍ତରପୂର୍ବ ରାଜ୍ୟରେ ୧୧ ଘଣ୍ଟିଆ ବନ୍ଦ ଡାକରା

ଗୌହାଟୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଗୃହିତ ହୋଇଥିବାବେଳେ ଏହାକୁ ବିରୋଧ କରି ଉତ୍ତରପୂର୍ବ ରାଜ୍ୟର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ୧୧ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନ ଅପରାହ୍ନ ୪ଟା ଯାଏଁ ଜାରି ରହିଥିବା ଥିବାବେଳେ ଏହାଫଳରେ…

ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାସ୍; ଏବେ ରାଜ୍ୟସଭାକୁ ଅପେକ୍ଷା

ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଗୃହିତ ହେବା ପରେ ଏବେ ସମସ୍ତଙ୍କ ନଜର ରାଜ୍ୟସଭା ଉପରେ ରହିଛି । ଗତ ସୋମବାର ଦିନ ଏହି ବିଲ୍ ସପକ୍ଷରେ ସଂସଦରେ ୩୧୧ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ୮୦ ଖଣ୍ଡ ଭୋଟ୍ ପଡିଥିଲା । ତେବେ ମଙ୍ଗଳବାର ଦିନ ଏହି ବିଲ୍…