ମୁମ୍ବାଇ: ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ତାଙ୍କର ଆଗାମୀ ଫିଲ୍ମ ଏର୍ମଜେନ୍ସି ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା କରିବାକୁ ଯାଉଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ନିଜେ ଦେବେ । ଇତି ମଧ୍ୟରେ ଅନୁପମ ଖେରଙ୍କ ରୋଲ ସମ୍ପର୍କରେ ମଧ୍ୟ ସେ ଖୁଲାସା କରିଛନ୍ତି । ଅନୁପମଙ୍କୁ ଗୁରୁତ୍ୱପୂର୍ଣ୍ଣ ଜୟପ୍ରକାଶ ନାରାୟଣଙ୍କ ଭୂମିକା ପ୍ରଦାନ କରାଯାଇଛି । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଛଡା ଯାଇଛି । ଫଟୋରେ କଙ୍ଗନା ଲେଖିଛନ୍ତି ଅନ୍ଧକାର ଅଛି ତ ଆଲୋକ ଅଛି, ଇନ୍ଦିରା ଅଛନ୍ତି ତ ଜୟପ୍ରକାଶ ରହିବେ । ଅନୁପମ ମଧ୍ୟ ତାଙ୍କ ଭୂମିକା ନେଇ ବେଶ ଖୁସି ଅଛନ୍ତି । ଜୟପ୍ରକାଶଙ୍କ ଭୂମିକା ମିଳିଥିବାରୁ ମୁଁ ବ୍ୟକ୍ତିଗତ ଭାବେ ମେକର୍ସଙ୍କୁ ଧନ୍ୟବାଦ ଜଣାଉଛି । ଏହା ମୋ କ୍ୟାରିୟରର ୫୨୭ତମ ଫିଲ୍ମ ହେବାକୁ ଯାଉଛି । କଙ୍ଗନାଙ୍କ ଏର୍ମଜେନ୍ସି ଫିଲ୍ମ ରିଲିଜ ନ ହେବା ପୂର୍ବରୁ ଚର୍ଚ୍ଚିତ ହୋଇ ପଡିଛି ।
BREAKING NEWS
- ନନ୍ଦନକାନନରେ ସାମିଲ ୩୬ ନୂଆ ପ୍ରଜାତିର ପଶୁପକ୍ଷୀ
- ୧୦ ବର୍ଷ ବୟସରେ ମା’ଙ୍କୁ ହରାଇଲେ, ବର୍ଷକ ପରେ ପିତାଙ୍କୁ:ଏବେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତି ରଚିଲେ ଇତିହାସ
- ଖୁଦୁରୁକୁଣୀ ଭସାଣି ବେଳେ ଏସ୍ଆଇଙ୍କୁ ଆକ୍ରମଣ;ଡିଜେ ବଜାଇବାକୁ ନେଇ…
- ଫ୍ଲାଇଦୁବାଇ କୋ-ପାଇଲଟଙ୍କ ଆକ୍ରମଣ ଘଟଣାରେ କଣ କହିଲା ୟୁଏଇ?
- Odisha Travel Bazaar Inauguration ଓଡିଶା ହେଉ ପର୍ଯ୍ୟଟକଙ୍କ ସ୍ୱର୍ଗ: ମୁଖ୍ୟମନ୍ତ୍ରୀ
- କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ମାମଲା ରୁଜୁ
- ପୁରୀରେ ନିର୍ମାଣ ହେବ ନୂଆ ପତିତପାବନ ଭକ୍ତ ନିବାସ, ସେବାୟତ ଓ ତୀର୍ଥଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା
- ସୁବର୍ଣ୍ଣରେଖାରେ ଭାସିଗଲେ ପର୍ଯ୍ୟଟକ, ଉତ୍ତରପ୍ରଦେଶରୁ ଆସିଥିଲେ…
- ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ, କ୍ୟାମ୍ପସରେ ଉତ୍ତେଜନା
- Asian Games: ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ, ପାକିସ୍ତାନକୁ ହରାଇ ଗୋଲ୍ଡ ହାତେଇଲା ଟିମ୍ ଇଣ୍ଡିଆ

Comments are closed.