Latest Odisha News

BREAKING NEWS

କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେବେ କୋଭିଡ୍‌-୧୯ ରୋଗୀ

କଟକ: କଟକର ଅଶ୍ୱିନୀ ହସ୍ପିଟାଲରେ କୋଭିଡ୍‌-୧୯ ଚିକିତ୍ସା ଲାଗି ସମସ୍ତ ପ୍ରକାର ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା ରୋଗୀ ମାନଙ୍କ ଲାଗି ଖୁବଶିଘ୍ର ଉପଲବ୍ଧ ହେବ । ଏହି ରୋଗର ସଂକ୍ରମଣ ଲାଗି ଉପଯୁକ୍ତ ଚିକିତ୍ସା ରୋଗୀ କିପରି ପାଇପାରିବେ ସେଥିଲାଗି ବ୍ୟବସ୍ଥା ଚାଲିଛି ।

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍ ବାଲକ୍ରିଷ୍ଣନ, ନିର୍ମାଣ ସଚିବ କ୍ରିଷ୍ଣକୁମାର ଏବଂ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ରବିବାର ଦିନ ହସ୍ପିଟାଲର ଭିତ୍ତିଭୂମି ପରିଦର୍ଶନ କରିସାରିଛନ୍ତି ।

Leave A Reply

Your email address will not be published.