Latest Odisha News

BREAKING NEWS

ଜଗତ ଜନନୀଙ୍କ ବିଜୟା ଦଶମୀ

ବାଲେଶ୍ବର : ଆଜି ହେଉଛି ମା' ଜଗତ ଜନନୀ ଙ୍କ ବିଜୟା ଦଶମୀ। ଆଜିର ଦିନରେ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇ ଧର୍ମ ସ୍ଥାପିତ ହୋଇଥିଲା । ମା' ଙ୍କ ବିଦାୟ ଉତ୍ସବକୁ ନେଇ ଖୁବ ଭାବବିହ୍ଵଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ। ପରମ୍ପରା ଅନୁଯାୟୀ ମାଙ୍କୁ ନାଲି ସିନ୍ଦୂର, ଅଳତା ଓ ନାଲି ସଙ୍ଖା ପରିଧାନ କରାଇ…

ରେମୁଣାରେ ପୂଜା ପାଉଛନ୍ତି ବିରଳ ଅଧିଷ୍ଠାତ୍ରୀ ଦେବୀ ଅଷ୍ଟାଦଶ ଭୂଜା ଦୁର୍ଗା

ବାଲେଶ୍ବର :- ବାଲେଶ୍ବର ରେମୁଣା ବ୍ଲକ ଅନ୍ତର୍ଗତ ପତ୍ରିପାଳ ପଞ୍ଚାୟତରେ ମା କନକ ଦୁର୍ଗା ସାରା ପୃଥିବୀରେ ଦ୍ବିତୀୟ ବିରଳ ଅଷ୍ଟାଦଶ ଭୁଜା ରୂପେ ପରିଚିତ। ଶତାଧିକ ବର୍ଷ ପୂର୍ବରୁ ଏହି ବିରଳ ମୁଗୁନି ପଥର ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇଥିଲା। ରାଜା ହରିଗୋଲାମ୍ ଦାସ ପ୍ରଥମ ସେବକ ବେଳେ…

ବାଲେଶ୍ବରର ଅଧିଷ୍ଠାତ୍ରୀ ଦେବୀ ମା କନକଦୁର୍ଗା

ବାଲେଶ୍ଵର : ପ୍ରତ୍ୟେକ ସ୍ଥାନରେ ଜଣେ ଜଣେ ପ୍ରତ୍ୟକ୍ଷ ଦେବୀ ଥାଆନ୍ତି। ଯିଏକି ସମଗ୍ର ଅଞ୍ଚଳକୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତି ବୋଲି ଲୋକ ବିଶ୍ୱାସ ରହିଛି। ସେହିପରି ବାଲେଶ୍ଵର ଜିଲ୍ଲା ସୁନହଟ ଗାଁର ପ୍ରତ୍ୟକ୍ଷ ଦେବୀ ହେଉଛନ୍ତି ମା କନକ ଦୁର୍ଗା । ମାଙ୍କୁ ନେଇ ଅନେକ ଲୋକକଥା ରହିଛି ଆସିଛି।…