ତାମିଲନାଡୁରେ ଜୀବନ ନେଲା ବିଷାକ୍ତ ଗ୍ୟାସ୍: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, କେନ୍ଦୁଝରରେ କାନ୍ଦବୋବାଳି
ଭୁବନେଶ୍ୱର: ପେଟ ପାଇଁ ଦାଦନ ଖଟିବାକୁ ସୁଦୂର ତାମିଲନାଡୁ ଯାଇଥିବା ଓଡ଼ିଶାର ଶ୍ରମିକଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଛି। ତାମିଲନାଡୁର ତିରୁଭାଲୁର ଜିଲ୍ଲାରେ ଘଟିଥିବା ସୀ-ଫୁଡ୍ କାରଖାନାରେ ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ସବୁଠାରୁ ଦୁଃଖଦ ବିଷୟ…