Latest Odisha News

BREAKING NEWS

ପାହାଡ଼ପୁରରେ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଅଭିଭାଷଣ, ‘ସୂର୍ଯ୍ୟଗ୍ରାମ’ ହେବ ରାଷ୍ଟ୍ରପତିଙ୍କ ଶାଶୁଘର ଗାଁ

ବାରିପଦା: ରାଜ୍ୟରେ ବିଜେପି ସରକାର ସଫଳତାର ସହ ଦୁଇ ବର୍ଷ ପୂରଣ କରିଥିବା ବେଳେ ଏହି ଗୌରବମୟ ଅବସରରେ ଏକ ବିଶେଷ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ୨ ବର୍ଷ ମଧ୍ୟରେ ଓଡ଼ିଶାର ମହାପୁରୁଷମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ବେଶ୍…

ପ୍ରତିକୂଳ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତରେ ବିଳମ୍ବ: ବାୟୁସେନା ହେଲିକପ୍ଟର ବଦଳରେ ସଡ଼କ ପଥରେ ରାଇରଙ୍ଗପୁର…

କୋଲକାତା: ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ପାଗ ଖରାପ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତରେ ସାମାନ୍ୟ ବିଳମ୍ବ । ପ୍ରତିକୂଳ ପାଗ କାରଣରୁ ମହାମହିମଙ୍କ ବିମାନ ବା ବାୟୁସେନା ହେଲିକପ୍ଟର ଉଡ଼ାଣ ଭରିପାରି ନାହିଁ। ବର୍ତ୍ତମାନ ରାଷ୍ଟ୍ରପତି ପଶ୍ଚିମବଙ୍ଗର…

ଖରା ଯୋଗୁଁ ତିନି ରଥର ବିଭିନ୍ନ ଅଂଶରେ ଫାଟ, ବଢିଲା ଚିନ୍ତା

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ରଥଖଳାରେ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଥିବା ବେଳେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ପ୍ରଖର ଖରା ଯୋଗୁଁ ମହାପ୍ରଭୁଙ୍କ ତିନି ରଥର କେତେକ ଗୁରୁତ୍ୱପୂର୍ଣ୍ଣ ଅଂଶରେ…

ମୋହନ ସରକାରଙ୍କୁ ଘେରିଲେ ନବୀନ: ଗରିବଙ୍କ ପେଟକୁ କାଟି କି ପ୍ରକାର ଶାସନ ଚାଲିଛି ବୋଲି ପ୍ରଶ୍ନ

ଭୁବନେଶ୍ୱର: ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ମିଳୁଥିବା ମାସିକ ଭତ୍ତା ପ୍ରଦାନରେ ଅହେତୁକ ବିଳମ୍ବକୁ ନେଇ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତ କିଛି ମାସ ଧରି ରାଜ୍ୟର ଲକ୍ଷ ଲକ୍ଷ ବୃଦ୍ଧ, ବିଧବା ଓ…

ଚାମେଲି ରାଜନୀତି ପଛରେ ପୂର୍ବତନ ମନ୍ତ୍ରୀଙ୍କ ହାତ! ଅତନୁଙ୍କ ଉପରକୁ ଉଠିଲା ଅଙ୍ଗୁଳି

ଭୁବନେଶ୍ୱର: ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବହୁଚର୍ଚ୍ଚିତ 'ଚାମେଲି ରାଜନୀତି' ଏବେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି। ମହାକାଳପଡ଼ା ସଚେତନ ନାଗରିକ ମଞ୍ଚ ପକ୍ଷରୁ ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ବିରୋଧୀ ଶିବିର ଉପରେ ଗୁରୁତର ଅଭିଯୋଗ ଅଣାଯାଇଛି। ଚାମେଲି ନାମକ ଜଣେ…

ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଗୁଳିକାଣ୍ଡ: ଆତଙ୍କିତ ହୋଇ ଦୌଡ଼ିଲେ ପର୍ଯ୍ୟଟକ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଏବଂ ପର୍ଯ୍ୟଟନ ସ୍ଥଳୀ ଆମେରିକାର ନ୍ୟୁୟର୍କ ସ୍ଥିତ ଟାଇମ୍ସ ସ୍କୋୟାରରେ ଏକ ଭୟାବହ ଗୁଳିକାଣ୍ଡ ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ସାଧାରଣ ବଚସା ହଠାତ୍ ଉଗ୍ର ରୂପ ନେଇଥିଲା ଏବଂ କିଛି ଯୁବକ ସର୍ବସାଧାରଣରେ ଗୁଳି ଚଳାଇବା ଆରମ୍ଭ…

IPS ଦୟାଲ ଗଙ୍ଗୱାରଙ୍କ ନାଁରେ କ୍ରାଇମବ୍ରାଞ୍ଚର ସାଂଘାତିକ ରିପୋର୍ଟ, ଘରୋଇ କାମରେ ନିୟୋଜିତ ଥିଲେ ୮ ପୋଲିସ…

ଭୁବନେଶ୍ୱର: ଓଡ଼ିଶା ପୋଲିସ ବିଭାଗର ଉଚ୍ଚ ପଦବୀରେ ଥାଇ ସରକାରୀ କ୍ଷମତାର ଅପବ୍ୟବହାର କରିବା ବରିଷ୍ଠ ଅଫିସରଙ୍କୁ ମହଙ୍ଗା ପଡ଼ିଛି। ପୋଲିସ କର୍ମଚାରୀଙ୍କୁ ନିଜ ବାସଭବନରେ ଚାକର ଭଳି ଖଟାଇବା ଅଭିଯୋଗରେ ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ରାଜ୍ୟ ସରକାର ତୁରନ୍ତ…

ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ସତ୍ତ୍ୱେ ହରମୁଜ ପ୍ରଣାଳୀକୁ ନେଇ ବଢ଼ୁଛି ସନ୍ଦେହ: ଖୋଲିଲା ସମୁଦ୍ର ପଥ କିନ୍ତୁ…

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଐତିହାସିକ ବୁଝାମଣାପତ୍ର କାର୍ଯ୍ୟକାରୀ ହେବା ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ହରମୁଜ ପ୍ରଣାଳୀ ପୁଣି ଥରେ ଖୋଲିଯାଇଛି। ଚୁକ୍ତି ଅନୁଯାୟୀ ଆମେରିକା ପକ୍ଷରୁ ଇରାନ ବନ୍ଦରଗୁଡ଼ିକ ଉପରୁ ନିଜର…

ଭିଜିଲାନ୍ସ ଜାଲରେ କୋଟପାଡ଼ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ: କୋରାପୁଟ, ଖୋର୍ଦ୍ଧା ଓ…

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ଉପରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଆୟ ଅପେକ୍ଷା ବିପୁଳ ପରିମାଣର ସମ୍ପତ୍ତି ରଖିଥିବା ଅଭିଯୋଗରେ ଜୟପୁର…

ଏଲ୍ ନିନୋ ପ୍ରଭାବ: ରାଜ୍ୟରେ ୪୮ ପ୍ରତିଶତ ବର୍ଷା ନିଅଣ୍ଟିଆ, ୧୦ଟି ଜିଲ୍ଲାକୁ ସମ୍ବେଦନଶୀଳ ଘୋଷଣା କଲେ ସରକାର

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବାୟୁର ମନ୍ଥର ଗତି ଏବଂ ବିଶ୍ୱବ୍ୟାପୀ 'ଏଲ୍ ନିନୋ' ପ୍ରଭାବର ଆଶଙ୍କା ଚଳିତ ଖରିଫ୍ ଋତୁ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଚଳିତ ସପ୍ତାହରେ ସାରା ରାଜ୍ୟରେ ସ୍ୱାଭାବିକ ଅପେକ୍ଷା ପ୍ରାୟ ୪୮ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଗତ ତିନି ସପ୍ତାହ ଧରି…