Latest Odisha News

BREAKING NEWS

ଆର୍ଥିକ ବର୍ଷ ୨୦୨୬ରେ ସୁନା ଋଣରେ ୫୦% ବୃଦ୍ଧି: ଜାଣନ୍ତୁ କାହିଁକି ଭାରତୀୟମାନେ ସୁନା ବଦଳରେ ଅଧିକ ଋଣ ନେଉଛନ୍ତି

ନୂଆଦିଲ୍ଲୀ: ଭାରତରେ ଜରୁରୀକାଳୀନ ସମୟରେ ତୁରନ୍ତ ଟଙ୍କାର ଆବଶ୍ୟକତା ମେଣ୍ଟାଇବା ପାଇଁ ଅଧିକରୁ ଅଧିକ ଲୋକ ଏବେ ସୁନା ଋଣ (Gold Loan) ଆଡ଼କୁ ମୁହାଁଉଛନ୍ତି। ଆର୍ଥିକ ବର୍ଷ ୨୦୨୬ରେ ସୁନା ଋଣ ବଜାରରେ ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। 'କ୍ରିଫ୍ ହାଇ ମାର୍କ' (CRIF…

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ହସ୍ତକ୍ଷେପ: ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ

ଫିରୋଜପୁର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଆପତ୍ତି ପରେ ପଞ୍ଜାବର ଫିରୋଜପୁରରେ ଆୟୋଜନ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ସ୍ଥଗିତ ରଖାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଧବାର ଦିନ ଏହି ସୂଚନା ଦିଆଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଏବଂ କମିଟି…

ସମ୍ପତ୍ତି ତାଲିକାରେ ‘ସାୟନୀ ଘୋଷ’ଙ୍କ ନାଁକୁ ନେଇ ଚର୍ଚ୍ଚା, ଟିଏମସି ସାଂସଦ ଦେଲେ ସ୍ପଷ୍ଟୀକରଣ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଝଡ଼ ସୃଷ୍ଟି ହୋଇଛି। ଗୋଟିଏ ପଟେ ବେଆଇନ ନିର୍ମାଣକୁ ନେଇ କୋଲକାତା ମହାନଗର ନିଗମର ବୁଲଡୋଜର ନୋଟିସ୍, ଆଉ ଅନ୍ୟପଟେ ବିଜେପି ପକ୍ଷରୁ ଜାରି ହୋଇଥିବା ଏକ ଲମ୍ବା ସମ୍ପତ୍ତି ତାଲିକା। ଏସବୁକୁ ନେଇ ଏବେ ଟିଏମସିର ସେକେଣ୍ଡ-ଇନ୍-କମାଣ୍ଡ ତଥା ସାଂସଦ…

ଧାନ କିଣାରେ ଅବହେଳା ପାଇଁ ବର୍ଷିଲେ ଯୋଗାଣ ବିଭାଗ ସଚିବ ସଞ୍ଜୟ ସିଂ

ଭୁବନେଶ୍ୱର: ଧାନ କିଣା ପ୍ରକ୍ରିୟାରେ କୌଣସି ପ୍ରକାର ଖାମଖିଆଲି ମନୋଭାବ କିମ୍ବା ନିୟମ ଉଲ୍ଲଂଘନକୁ ଆଦୌ ବରଦାସ୍ତ କରାଯିବ ନାହିଁ। ସଚିବାଳୟରେ ବିଭାଗୀୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଥିବା ସମୀକ୍ଷା ବୈଠକରେ ଅଫିସରମାନଙ୍କୁ ସିଧାସଳଖ ନାଲି ଆଖି ଦେଖାଇଛନ୍ତି ଖାଦ୍ୟ ଯୋଗାଣ ବିଭାଗ ପ୍ରମୁଖ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ: ପୁଣି ଇତିହାସ ରଚିଲେ ଛାତ୍ରୀ, ସବୁ ବିଭାଗରେ କଲେ କମାଲ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଫଳ। ଗୋଟିଏ ଦିନରେ ଏକାସାଙ୍ଗରେ କଳା, ବିଜ୍ଞାନ ଓ ବାଣିଜ୍ୟ ତିନୋଟି ଯାକ ବିଭାଗର ରେଜଲ୍ଟ ଘୋଷଣା କରାଯାଇଛି। ତେବେ ଚଳିତ ବର୍ଷର ଫଳାଫଳ ଉପରେ ନଜର ପକାଇଲେ ଗୋଟିଏ ବଡ଼…

ଆସନ୍ତାକାଲି ୩୫ ହଜାର ମେଡିସିନ୍ ଷ୍ଟୋର୍‌ରେ ତାଲା ପଡ଼ିବ

ଭୁବନେଶ୍ୱର: ଯଦି ଆପଣଙ୍କର କୌଣସି ନିତ୍ୟ ବ୍ୟବହାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ ଔଷଧ କିଣିବାର ଅଛି, ତେବେ ଆଜି ହିଁ ଆଣିକି ରଖନ୍ତୁ। କାରଣ ଆସନ୍ତାକାଲି ରାଜ୍ୟରେ ଔଷଧ ଦୋକାନଗୁଡ଼ିକ ବନ୍ଦ ରହିବାକୁ ଯାଉଛି। କ୍ରମାଗତ ଭାବେ ବଢ଼ି ଚାଲିଥିବା ଅନ୍‌ଲାଇନ୍ ଔଷଧ ବିକ୍ରୟକୁ କଡ଼ା ବିରୋଧ କରି…

ରାଜଧାନୀ ଛାତି ଉପରେ ହରିୟାଣା ବାଉନ୍ସରଙ୍କ ଦାଦାଗିରି, ନାଛିଦେଲା ସହିଦନଗର ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ବାହାର ରାଜ୍ୟର ବାହୁବଳୀଙ୍କ ରାଜୁତି। ସହରର ଛାତି ଉପରେ ଦିନଦ୍ୱିପହରରେ ଦେଖିବାକୁ ମିଳିଛି ଫିଲ୍ମ ଷ୍ଟାଇଲ୍ ଆତଙ୍କରାଜ। ସହିଦନଗର ଥାନା ଅନ୍ତର୍ଗତ ରୂପାଲି ଛକ ନିକଟରେ ଥିବା ଅଲ୍ ଟାଇମ୍ ଫିଟନେସ୍ ଜିମ୍ ଭିତରେ ପଶି କିଛି ହରିୟାଣା ବାଉନ୍ସର ଯେଭଳି…

ରେଳ ବିଭାଗର ବଡ଼ ତ୍ରୁଟି: ଲାଇନଚ୍ୟୁତ ହେଲା ଉଜ୍ଜୈନ ଏକ୍ସପ୍ରେସର ୩ଟି ବଗି

ଡେରାଡୁନ: ଭାରତୀୟ ରେଳ ସବୁଠୁ ସୁରକ୍ଷିତ କୁହାଯାଉଥିବା ବେଳେ ଏବେ ଏହି ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡର ଋଷିକେଶ ରେଳ ଷ୍ଟେସନରେ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଟଳିଯାଇଛି। ସୋମବାର ରାତିରେ ଏକ ଖାଲି ଥିବା ଉଜ୍ଜୈନ-ଋଷିକେଶ ଏକ୍ସପ୍ରେସ (Ujjain…

ବ୍ରହ୍ମପୁର ମରଣାନ୍ତକ ଆକ୍ରମଣକୁ ନେଇ ଗର୍ଜିଲେ ନବୀନ, ‘ରାଜ୍ୟରେ ଚାଲିଛି ଗୁଣ୍ଡାରାଜ୍’

ଭୁବନେଶ୍ୱର: ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକ ଓ ମହିଳାଙ୍କୁ ନିର୍ମମ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଘଟଣାକୁ ଅମାନୁଷିକ ବୋଲି କହିବା ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ତାଙ୍କ କଥାରେ,…

ବେଙ୍ଗଲରେ ‘ବୁଲଡୋଜର ଆକ୍ସନ୍’: ହଟିଲେ ଉଠାଦୋକାନୀ, ମାଟିରେ ମିଶିଲା ବେଆଇନ ନିର୍ମାଣ

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଏବେ ପ୍ରଶାସନର କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି। ରାସ୍ତାଘାଟ ଏବଂ ଫୁଟପାଥ୍‌କୁ ଜବରଦଖଲ ମୁକ୍ତ କରିବା ପାଇଁ ରାଜ୍ୟରେ ଏବେ ଜୋରଦାର 'ବୁଲଡୋଜର ଆକ୍ସନ୍' ଆରମ୍ଭ ହୋଇଛି। କୋଲକାତାର ଟପସିଆ (Topsia), ସିଆଲଦା ଏବଂ…