Latest Odisha News

BREAKING NEWS

ଦିଲ୍ଲୀରେ ଗର୍ଜିଲା Cockroach Janta Party, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: ଅନଲାଇନ୍‌ ଆନ୍ଦୋଳନରୁ ଆରମ୍ଭ ହୋଇଥିବା Cockroach Janta Party, CJP ଶନିବାର ଦିଲ୍ଲୀର ଜନ୍ତରମନ୍ତରରେ ନିଜର ପ୍ରଥମ ବଡ଼ ରାସ୍ତା ପ୍ରତିବାଦ କରିଛି। ଯୁବ, ଛାତ୍ରଛାତ୍ରୀ ଓ ଚାକିରି ଆଶାୟୀମାନେ ଏହି ପ୍ରତିବାଦରେ ଯୋଗଦେଇ ପରୀକ୍ଷା ଅନିୟମିତତା, ପେପର୍‌ ଲିକ୍‌ ଓ ନିଯୁକ୍ତି…

FSSAIର ବଡ଼ ନିର୍ଦ୍ଦେଶ, ଖବରକାଗଜରେ ଖାଦ୍ୟ ପ୍ୟାକିଂ ତୁରନ୍ତ ବନ୍ଦ କରନ୍ତୁ

ଭୁବନେଶ୍ୱର: ଷ୍ଟ୍ରିଟ୍‌ ଫୁଡ୍‌ ଖାଇବାକୁ ଭଲ ପାଉଥିବା ଲୋକଙ୍କ ପାଇଁ ଆସିଛି ଜରୁରୀ ସତର୍କତା। ଖବରକାଗଜରେ ଗରମ, ତେଲିଆ କିମ୍ବା ଭଜା ଖାଦ୍ୟ ପରସିବା ଓ ପ୍ୟାକ୍‌ କରିବା ସ୍ୱାସ୍ଥ୍ୟ ପାଇଁ ଗୁରୁତର କ୍ଷତି ସୃଷ୍ଟି କରିପାରେ। ଏନେଇ Food Safety and Standards Authority of India, FSSAI…

ଚାକିରି ଚାପରେ ଥିଲେ ସୌମ୍ୟରଞ୍ଜନ? ବନ୍ଧୁଙ୍କ ବୟାନକୁ ନେଇ ତଦନ୍ତରେ ନୂଆ ଦିଗ

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଏବେ ଆଉ ଏକ ନୂଆ ମୋଡ଼ ନେଇଛି। କ୍ରାଇମବ୍ରାଞ୍ଚ ଆଗରେ ମାରାଥନ ଜେରା ପରେ ବାହାରକୁ ଆସିଛନ୍ତି ସୌମ୍ୟରଞ୍ଜନଙ୍କ ବନ୍ଧୁ ନିଶିକାନ୍ତ ମହାନ୍ତି। ତଦନ୍ତକାରୀ ସଂସ୍ଥାକୁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ କିଛି ଅକାଟ୍ୟ…

ଭୁବନେଶ୍ୱରରେ ବର୍ଷା ଓ କୁଆପଥର ମାଡ଼, ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ପ୍ରବଳ ଗରମ ଓ ଗୁଳୁଗୁଳି ଭିତରେ ଶନିବାର ଅପରାହ୍ନରେ ହଠାତ୍‌ ବଦଳିଗଲା ରାଜଧାନୀର ପାଗ। ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ବର୍ଷା, କୁଆପଥର, ବଜ୍ରପାତ ଓ ଜୋର ପବନ ଦେଖିବାକୁ ମିଳିଛି। ହଠାତ୍‌ ଆସିଥିବା ଏହି ଝଡ଼ବର୍ଷା ଲୋକଙ୍କୁ ଖରାରୁ ଆଶ୍ୱସ୍ତି ଦେଇଥିଲେ ମଧ୍ୟ କିଛି ସ୍ଥାନରେ…

ଟି-୨୦ ଦଳର ନୂଆ ଅଧିନାୟକ ହେଲେ ଶ୍ରେୟସ ଆୟର: ସୂର୍ଯ୍ୟକୁମାରଙ୍କୁ ଦଳରୁ ବାଦ୍ ଦେଲା ବିସିସିଆଇ

ମୁମ୍ବାଇ: ଭାରତୀୟ ଟି-୨୦ କ୍ରିକେଟ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ଭାରତର ନୂଆ ଟି-୨୦ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ନେବେ । କେବଳ ଅଧିନାୟକ ପଦ ନୁହେଁ ଖରାପ ଫର୍ମ ଦେଇ ଯାଉଥିବା…

ଭୁବନେଶ୍ୱରରେ ଅସହ୍ୟ ଗରମ ଓ ପ୍ରବଳ ଗୁଳଗୁଳି: ୪୭ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପ୍ରବଳ ଗୁଳଗୁଳି ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିପକାଇଛି। ଆକାଶରୁ ନିଆଁ ଭଳି ବର୍ଷା ହେଉଥିବା ବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅତ୍ୟଧିକ ବୃଦ୍ଧି ପାଇଛି। ଏହି କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର…

ଅନ୍ନାମଲାଇଙ୍କ ନୂଆ ରାଜନୀତିକ ଚାଲ୍, କଲାମଙ୍କ ନାମରେ ତାମିଲନାଡୁରେ ନୂଆ ଆନ୍ଦୋଳନ

ଚେନ୍ନାଇ: ବିଜେପି ଛାଡ଼ିବା ପରେ ତାମିଲନାଡୁର ପୂର୍ବତନ ବିଜେପି ଅଧ୍ୟକ୍ଷ କେ. ଆନ୍ନାମଲାଇ ନୂଆ ରାଜନୀତିକ ଯାତ୍ରା ଆରମ୍ଭ କରିଛନ୍ତି। ସେ “We The Leaders” ନାମରେ ଏକ ନୂଆ ରାଜନୀତିକ ଆନ୍ଦୋଳନ ଘୋଷଣା କରିଛନ୍ତି। ଏହି ଆନ୍ଦୋଳନ ଭବିଷ୍ୟତରେ ଏକ ରାଜନୀତିକ ଦଳର ରୂପ ନେଇପାରେ ବୋଲି ଚର୍ଚ୍ଚା…

ରାଜ୍ୟରେ ବଢ଼ିପାରେ ସ୍କୁଲ ଖରାଛୁଟି

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ପ୍ରବଳ ଗ୍ରୀଷ୍ମପ୍ରବାହ ବା ହିଟ୍ ୱେଭକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମସ୍ତ ସ୍କୁଲ ଗୁଡ଼ିକର ଖରାଛୁଟି ଅବଧିକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏ ନେଇ ସୂଚନା ଦେଇଛନ୍ତି। …

ଭାରତରେ ଆସିବ କି ପ୍ଲାଷ୍ଟିକ୍ ନୋଟ୍? ଆରବିଆଇ କରୁଛି ବିଚାର

ନୂଆଦିଲ୍ଲୀ: ଭାରତରେ ନଗଦ କାରବାର ବୃଦ୍ଧି ପାଉଥିବା ବେଳେ ଖୁବ୍ ଶୀଘ୍ର ଦେଶରେ ପଲିମର (ପ୍ଲାଷ୍ଟିକ୍) ମୁଦ୍ରା ବା ନୋଟ୍ ପ୍ରଚଳନ କରିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବିଚାର କରୁଛି। ଏ ନେଇ ଶୁକ୍ରବାର ଦିନ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି। …