Latest Odisha News

BREAKING NEWS

ରାଜ୍ୟସଭା ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଦେବାଶିଷ…

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ରାଜନୈତିକ ସରଗରମ ବଢ଼ିବାରେ ଲାଗିଛି। ରାଜ୍ୟ ବିଜେପି ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଆଜି ଆନୁଷ୍ଠାନିକ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ଓଡ଼ିଶା ବିଧାନସଭା ପରିସରରେ ରାଜ୍ୟସଭା…

ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ବଡ଼ ମୋଡ଼: ସାମ୍ନାକୁ ଆସିଲା ବାନ୍ଧବୀଙ୍କ ଭାଇରାଲ ଅଡିଓ ଓ ହ୍ଵାଟ୍ସଆପ…

ଭୁବନେଶ୍ୱର: ବାଲିଅନ୍ତା ଭିଡ଼ ହିଂସା ଭିତରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ଘଟଣାରେ ଏବେ ଏକ ନୂଆ ଏବଂ ଚାଞ୍ଚଲ୍ୟକର ମୋଡ଼ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସୌମ୍ୟଙ୍କ ବାନ୍ଧବୀଙ୍କ ଏକ ଅଡିଓ କଲ୍ ଏବଂ ହ୍ଵାଟ୍ସଆପ ଚାଟ୍‌ରୁ ହତ୍ୟାକାଣ୍ଡ ପଛର…

ଅଧିକ ପାଠ ପଢ଼ିବା ସାଜିଲା ବାଧକ! ଚାକିରି ପାଇଁ ଡିଗ୍ରୀ ଲୁଚାଇଥିବା ଯୁବକଙ୍କୁ ବାହାର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ନିଜର ଅସଲ ପାଠପଢ଼ା ଯୋଗ୍ୟତା ଲୁଚାଇବା ଜଣେ ପ୍ରାର୍ଥୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି ଯେ, ଯଦି ଜଣେ ପ୍ରାର୍ଥୀ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଲୁଚାଇ କମ୍ ଯୋଗ୍ୟତା ଥିବା ପଦବୀରେ ଚାକିରି ପାଇଥାନ୍ତି,…

ମାଟି କଲାଣି ଆଁ, ଲୁଚୁଛି ମୌସୁମୀ; ବଙ୍ଗୋପସାଗରର ଦୁର୍ବଳତା ଯୋଗୁଁ ଓଡ଼ିଶାକୁ ଜୁନ୍ ୧୪ ଯାଏଁ ଡରାଇବ ତାତି

ଭୁବନେଶ୍ୱର: ଦେଶର ପଶ୍ଚିମ ଉପକୂଳରେ ମୌସୁମୀର ଦ୍ରୁତ ଅଗ୍ରଗତି ଓଡ଼ିଶା ପାଇଁ ଚିନ୍ତା ବଢ଼ାଇ ଦେଇଛି। ମାୟାନଗରୀ ମୁମ୍ବାଇ ଠିକ୍ ସମୟରେ ବର୍ଷାରେ ଭିଜିବାକୁ ପ୍ରସ୍ତୁତ ହେଉଥିବା ବେଳେ, ଓଡ଼ିଶାର ଚାଷୀ ଓ ସାଧାରଣ ଜନତାଙ୍କୁ କିନ୍ତୁ ଜୁନ୍ ୧୪ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି…

ସୌମ୍ୟରଞ୍ଜନ ହତ୍ୟା ମାମଲାରେ ବଢ଼ିବ ଗିରଫଦାରି ସଂଖ୍ୟା; କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ସୂଚନା

ଭୁବନେଶ୍ୱର: ବାଲିଅନ୍ତାର ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଗିରଫଦାରି ସଂଖ୍ୟା ଆହୁରି ବଢ଼ିବ। ଘଟଣା ସହ…

ମୋଦି ମୋର ଭଲ ବନ୍ଧୁ; ଖୁବଶୀଘ୍ର ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: ଟ୍ରମ୍ପ

ୱାଶିଂଟନ: ଭାରତ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜର “ଭଲ ବନ୍ଧୁ” ବୋଲି ବର୍ଣ୍ଣନା କରି ଟ୍ରମ୍ପ କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ଖୁବଶୀଘ୍ର ଏକ…

କଂଗ୍ରେସର ‘ବିଶ୍ୱାସଘାତକତା’ ପ୍ରତିବାଦରେ ‘ଇଣ୍ଡିଆ’ ମେଣ୍ଟ ବୈଠକ ବର୍ଜନ କଲା DMK

ନୂଆଦିଲ୍ଲୀ: ଜାତୀୟ ରାଜନୀତି ଏବଂ ବିରୋଧୀ ମେଣ୍ଟ 'ଇଣ୍ଡିଆ' (INDIA Bloc) ରେ ଏକ ବଡ଼ ଧରଣର ସଂକଟ ସାମ୍ନାକୁ ଆସିଛି। ଆସନ୍ତା ଜୁନ୍ ୮ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା 'ଇଣ୍ଡିଆ' ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ବର୍ଜନ କରିବ ବୋଲି ତାମିଲନାଡୁର ଶାସକ ଦଳ ଡିଏମକେ ଆନୁଷ୍ଠାନିକ…

ଟ୍ରକ ପଛରେ ପିଟି ହେଲା ଯାତ୍ରୀବାହୀ ବସ; ଜଣେ ମୃତ, ୮ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲାର ହଣ୍ଡପା ଥାନା ଅଧୀନ ଲୁହାମୁଣ୍ଡା ଫ୍ଲାଏଓଭର ଉପରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ‘ଦିଲଖୁସ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଏକ ଟ୍ରକ ପଛରେ ଧକ୍କା ଦେବା ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। …

ଥାର୍ଡ ଡିଗ୍ରୀ ଅଭିଯୋଗରେ ଆକ୍ସନ୍; ପଟ୍ଟାମୁଣ୍ଡାଇ ଏକ୍ସସାଇଜ OICଙ୍କ ବଦଳି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସଙ୍କୁ ଅବକାରୀ ବିଭାଗ ପକ୍ଷରୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ଘଟଣାରେ ବିଭାଗୀୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପଟ୍ଟାମୁଣ୍ଡାଇ ଏକ୍ସସାଇଜ ଷ୍ଟେସନର OIC ଛାୟାକାନ୍ତ ନାୟକଙ୍କୁ ଜିଲ୍ଲା…

ରାଜଧାନୀରେ ଡେଲିଭେରୀ ବୟଙ୍କୁ ମରଣାନ୍ତକ ଆକ୍ରମଣ, ମୋବାଇଲ ଓ ନଗଦ ଲୁଟ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଡେଲିଭେରୀ ବୟଙ୍କ ଉପରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ଅଞ୍ଚଳର ଜାଗମରା–ଗଣ୍ଡମୁଣ୍ଡା ରାସ୍ତାରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ତାପସ ବେହେରା ନାମକ ଜଣେ ଯୁବକ ଡେଲିଭେରୀ କାମ ସାରି…