ପ୍ଲାଷ୍ଟିକ୍ ପେପରରେ ଖାଉଛନ୍ତି କି ଜଳଖିଆ? ମାଡ଼ି ଆସୁଛି କ୍ୟାନସର ଭଳି ଭୟଙ୍କର ରୋଗ
ଭୁବନେଶ୍ୱର: ରାସ୍ତା କଡ଼ ଦୋକାନ ହେଉ କିମ୍ବା ହୋଟେଲ୍, ଆଜିକାଲି ପ୍ଲେଟ୍ ଉପରେ ଏକ ପତଳା ପ୍ଲାଷ୍ଟିକ୍ ସିଟ୍ ବା ପେପର ପକାଇ ଖାଦ୍ୟ ପରଷିବା ଏକ ଅଭ୍ୟାସରେ ପରିଣତ ହୋଇଛି। ପ୍ଲେଟ୍ ଧୋଇବା କଷ୍ଟରୁ ବଞ୍ଚିବା ପାଇଁ ଦୋକାନୀମାନେ ଏହି ସର୍ଟକଟ୍ ବାଟ ଆପଣାଉଛନ୍ତି। କିନ୍ତୁ ଆପଣ ଜାଣନ୍ତି କି,…