Latest Odisha News

BREAKING NEWS

ବାଲିଅନ୍ତା ହତ୍ୟାକାଣ୍ଡ: କ୍ରାଇମବ୍ରାଞ୍ଚର ମାରାଥନ ତଦନ୍ତ ଆରମ୍ଭ; ପୋଲିସର ଅବହେଳା ମଧ୍ୟ ଯାଞ୍ଚ ହେବ

ବାଲିଅନ୍ତା: ବାଲିଅନ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଛାନଭିନ୍‌ ଜୋରଦାର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍‌ ବାଲିଅନ୍ତା ଥାନାରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।…

କଂଗ୍ରେସ ଏକ ‘ପରଜୀବୀ’ ଦଳ, ଏହା କେବଳ ବିଶ୍ୱାସଘାତକତା ଜାଣିଛି

ବେଙ୍ଗାଲୁରୁ: କର୍ଣ୍ଣାଟକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁର ଏଚ୍.ଏ.ଏଲ୍ (HAL) ବିମାନ ବନ୍ଦର ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ତାମିଲନାଡୁରେ ହୋଇଥିବା ରାଜନୈତିକ ପରିବର୍ତ୍ତନ ଏବଂ ଡିଏମକେ (DMK) ସହ କଂଗ୍ରେସର…

ତାମିଲନାଡୁରେ ବିଜୟଙ୍କ ‘ବ୍ଲକବଷ୍ଟର’ ବିଜୟ: ଜାଣନ୍ତୁ କେଉଁ ୫ଟି ଫର୍ମୁଲାରେ ଫେଲ ମାରିଲେ ବିରୋଧୀ

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ରେ ଦ୍ରାବିଡ଼ ରାଜନୀତିର ଦୁଇ ବଡ଼ ଶକ୍ତି DMK ଏବଂ AIADMK କୁ ମାତ୍ ଦେଇ ଅଭିନେତା ବିଜୟଙ୍କ ଦଳ ଏକ ବଡ଼ ସଫଳତା ପାଇଛି। ବିଜୟଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ଏହି ୫ଟି କାରଣ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ବିଜୟ ନିଜର ପ୍ରଶଂସକଙ୍କୁ…

ତାମିଲନାଡୁରେ ‘ଥାଲାପତି’ ଶାସନ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁପରଷ୍ଟାର ବିଜୟ

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଇତିହାସ ରଚିଲେ ଅଭିନେତା ବିଜୟ। ରବିବାର ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ପଦ ଓ…

ସର୍ବନିମ୍ନ ମଜୁରୀ ଦେବାରେ ଓଡ଼ିଶା ଦେଶର ଅନ୍ୟତମ ଖରାପ ରାଜ୍ୟ

ଏସବିଆଇ (SBI) ପକ୍ଷର ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶାରେ ଶ୍ରମିକମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ମଜୁରୀ ମିଳୁନାହିଁ। ଏସବିଆଇ ରିସର୍ଚ୍ଚର ସଦ୍ୟତମ ରିପୋର୍ଟ ଅନୁଯାୟୀ, ସର୍ବନିମ୍ନ ମଜୁରୀ ଆଇନର ଉଲ୍ଲଂଘନ କ୍ଷେତ୍ରରେ ଓଡ଼ିଶା ଦେଶର ଦ୍ୱିତୀୟ ଖରାପ ରାଜ୍ୟ ଭାବେ ଉଭା ହୋଇଛି। ଓଡ଼ିଶାରେ…

ଭିଡ଼ ହିଂସାକୁ ସରକାରଙ୍କ ‘ନୋ ଟୋଲରେନ୍ସ’: ବାଲିଅନ୍ତା କେସ୍ ଏବେ କ୍ରାଇମବ୍ରାଞ୍ଚ ହାତରେ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଘଟିଥିବା ଚାଞ୍ଚଲ୍ୟକର ଭିଡ଼ ହିଂସା ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି। ପଶ୍ଚିମବଙ୍ଗ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର…

ରାଜଧାନୀରେ ଛାତିଥରା ଦୁର୍ଘଟଣା: ଓଭରବ୍ରିଜ୍ ଉପରେ ମାଡ଼ିଗଲା ଦ୍ରୁତଗାମୀ ଟ୍ରକ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଝରିଲା ରକ୍ତ। ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ ଟ୍ରକ୍ ଚାପିଦେବାରୁ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି…

୩୦ ବର୍ଷର ଲିଭ୍-ଇନ୍ ସମ୍ପର୍କ: ବୃଦ୍ଧାବସ୍ଥାରେ ସାଥୀଙ୍କୁ ବନ୍ଦୀ କଲେ ପରିବାର ଲୋକେ

ଅହମ୍ମଦାବାଦ: ବୟସ ୬୦ ଛୁଇଁଲାଣି। ଗତ ୩୦ ବର୍ଷ ଧରି ଉଭୟ ଗୋଟିଏ ଛାତ ତଳେ ଲିଭ୍-ଇନ୍ ରିଲେସନସିପ୍‌ରେ ରହୁଥିଲେ। ଉଭୟଙ୍କର ଗୋଟିଏ ପିଲା ମଧ୍ୟ ଅଛି। କିନ୍ତୁ ଏବେ ସାଥୀଙ୍କ ପରିବାର ଲୋକେ ତାଙ୍କୁ ଓ ତାଙ୍କ ପିଲାକୁ ଜୋରଜବରଦସ୍ତି ବନ୍ଦୀ କରି ରଖିଛନ୍ତି। ଏମିତି ଏକ ସଙ୍ଗୀନ ଅଭିଯୋଗ ଆଣି…

ଓଡ଼ିଶା ଉପକୂଳରେ ଭାରତର ବଡ଼ ସଫଳତା: MIRV ପ୍ରଯୁକ୍ତି ସହ ଅଗ୍ନି ମିସାଇଲ୍‌ର ସଫଳ ପରୀକ୍ଷଣ

ଭଦ୍ରକ: ଓଡ଼ିଶା ମାଟିରୁ ପୁଣି ଥରେ ବିଶ୍ୱକୁ ଶକ୍ତି ପ୍ରଦର୍ଶନ କରିଛି ଭାରତ। ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଅତ୍ୟାଧୁନିକ ‘ଅଗ୍ନି’ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ଏହି ମିସାଇଲ୍‌ଟି MIRV ସିଷ୍ଟମ୍ ବା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରଯୁକ୍ତିରେ ସଜ୍ଜିତ…

ରାସ୍ତାରେ ଝାଲମୁଢ଼ି ବିକିଲେ ମେଡିକାଲ କର୍ମଚାରୀ: ଚାକିରି ନିୟମିତ ଦାବିରେ ଭୁବନେଶ୍ୱରରେ ‘ଓସମା’ର ଅଭିନବ ପ୍ରତିବାଦ

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ଆଜି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା କଡ଼ରେ କିଛି ଲୋକ ବସି ଝାଲମୁଢ଼ି ପ୍ରସ୍ତୁତ କରୁଛନ୍ତି ଆଉ ବିକୁଛନ୍ତି। କିନ୍ତୁ ଏମାନେ କେହି ବୃତ୍ତିଗତ ଜଳଖିଆ ବେପାରୀ ନୁହଁନ୍ତି। ଏମାନେ ହେଉଛନ୍ତି ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନ…