କଟକରେ ଜଳବନ୍ଦୀ ସମସ୍ୟାକୁ ନେଇ ରାଜନୀତି ସରଗରମ: ସିଏମ୍ସି ଘେରାଉ କଲା ଓଜେସି, ମେୟର ଓ ଗିରିବାଳାଙ୍କ ମଧ୍ୟରେ…
କଟକ: ସହରର ଡ୍ରେନେଜ୍ ବ୍ୟବସ୍ଥା ତଥା କୃତ୍ରିମ ଜଳବନ୍ଦୀ ସମସ୍ୟାକୁ ନେଇ ଆଜି ସହରରେ ଏକ ଅଭାବନୀୟ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। କଟକ ମହାନଗର ନିଗମ (ସିଏମ୍ସି)ର ଅପାରଗତା ବିରୋଧରେ ନବଗଠିତ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ମଙ୍ଗଳବାର ସିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ…