ଅନଲାଇନ୍ ପାର୍ସଲ୍ ଖୋଲିବା ମାତ୍ରେ ଉଡ଼ିଗଲା ହୋସ୍! ସ୍ପିକର୍ ବଦଳରେ ବକ୍ସରୁ ବାହାରିଲା ମାଟି ପଥର
ଭୁବନେଶ୍ୱର: ଆଜିକାଲି ଘରେ ବସି ଅନଲାଇନ୍ ମାଧ୍ୟମରେ ସପିଂ କରିବା ଲୋକଙ୍କ ପାଇଁ ଅତି ସାଧାରଣ କଥା ହୋଇଗଲାଣି। ହେଲେ ବେଳେବେଳେ ଏହି ସୁବିଧାଜନକ ଅନଲାଇନ୍ ସପିଂ ଗ୍ରାହକଙ୍କୁ ଏମିତି ଚକମା ଦେଉଛି ଯେ, ଯାହାକୁ ଦେଖିଲେ ଆପଣଙ୍କର ବି ଅକଲ ଗୁଡୁମ୍ ହୋଇଯିବ। ରାଜଧାନୀ ଭୁବନେଶ୍ୱରରେ ଏବେ ଏଭଳି ଏକ…