ସୂର୍ଯ୍ୟପରାଗର ଦୁଇଟି ଚିତ୍ର: ଏପଟେ ବଜାର ବନ୍ଦ, ସେପଟେ ସମୁହ ଭୋଜନ
ବ୍ରହ୍ମପୁର:କରୋନା ମହାମାରୀର ସ୍ମୃତି ଏବେ ମଧ୍ୟ ଲୋକମାନଙ୍କ ମନରେ ସତେଜ ହୋଇ ରହିଛି। ଅନେକ ମାସ ପରେ ମଙ୍ଗଳବାର ପୁଣି ଥରେ କରୋନା କାଳର ଚିତ୍ର ଦେଖିବାକୁ ମିଳିଥିଲା। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ରାସ୍ତାଘାଟ ଶୂନ୍ଶାନ୍ ହୋଇଯାଇଥିଲା। ଲୋକମାନେ ଘରୁ ବାହାରି ନ ଥିଲେ। କରୋନା…