ଏମକେସିଜିରେ ସିଲିଂ ଖସିବା ଘଟଣା: ଏନ୍ଏଚ୍ଆରସିରେ ମାମଲା
ବ୍ରହ୍ମପୁର: ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସୁପରସ୍ପେସିଆଲିଟି କୋଠାରୁ ବାରମ୍ବାର ସିଲିଂ ପ୍ଲେଟ ଖସିବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ହୋଇଛି। ବ୍ରହ୍ମପୁରର ଯୁବ ସମାଜସେବୀ ରବିନ୍ଦ୍ର କୁମାର ମିଶ୍ର କମିଶନ ନିକଟରେ ପିଟିସନ ଦାଖଲ କରିଛନ୍ତି। ତୁରନ୍ତ…