Latest Odisha News

ବନ୍ୟଜୀବନ ଉପରେ ନପଡୁ କୋଇଲା ଖଣିର ପ୍ରଭାବ : ମୁଖ୍ୟଶାସନ ସଚିବ

ଭୁବନେଶ୍ୱର : ଓଡିଶାରେ ନୂତନ ଆବଣ୍ଟିତ କୋଇଲା ବ୍ଲକ ଅଞ୍ଚଳରେ  ବନ୍ୟଜୀବନ ସୁରକ୍ଷା ଓ ପରିଚାଳନା ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଏହି ଅଞ୍ଚଳରେ ବନ୍ୟଜନ୍ତୁ ସଂରକ୍ଷଣ, ସୁରକ୍ଷା ଏବଂ ମୁକ୍ତ ଚଳପ୍ରଚଳ  ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ…

ରାଜସ୍ୱ ବିଭାଗରେ ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ରାଜ୍ୟରେ  ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି  । ରାଜ୍ୟରେ ମୁଖ୍ୟ ରାଜସ୍ବ ଆୟ ଖଣି ଓ ଲଘୁ ଖଣି ରୁ ସର୍ବାଧିକ ଆସୁଛି।  ସେଥିପାଇଁ ଲଘୁ ଖଣିଜ ସମ୍ବଦ୍ଧୀୟ ବ୍ୟାପାରର ସୁପରିଚାଳନା ପାଇଁ…

ବିଧାନସଭାରେ ୧୪୭ ବିଧାୟକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିଧାୟକ ?

ଭୁବନେଶ୍ବର : ବିଧାନସଭାରେ ୧୪୭ ବିଧାୟକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିଧାୟକ ? କେଉଁ ବିଧାୟକଙ୍କର ରାଜ୍ୟ ପ୍ରତି ସର୍ବାଧିକ ଦାଇତ୍ବବୋଧ ରହିଛି ? କେଉଁ ବିଧାୟକ ବିଧାନସଭାର ଗୃହ କାର୍ଯ୍ୟରେ ଉଲ୍ଲେଖନୀୟ ପଦର୍ଶନ କରିଛନ୍ତି? ଶ୍ରେଷ୍ଠ ବିଧାୟକ ଚୟନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି …

ଲଘୁଚାପ ତୀବ୍ର ଅବପାତ ପରେ ବାତ୍ୟାର ରୁପନେଇପାରେ

ଭୁବନେଶ୍ବର:ପାଣିପାଗ ବିଭାଗର ସତର୍କ ସୂଚନା। ଲଘୁଚାପ ତୀବ୍ର ଅବପାତ ପରେ ବାତ୍ୟାର ରୁପନେଇପାରେ । ବଙ୍ଗୋପସାଗ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି । ଉତ୍ତରପୂର୍ବ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ଅବପାତ ପଶ୍ଚିମ ଓ ଉତ୍ତର…

ମେକ୍ ଇଣ୍ଡିଆ ନମ୍ବର ୧ ମିଶନକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବ ଆପ୍

ଭୁବନେଶ୍ବର: ଓଡିଶାରେ ଏକ ବିକଳ୍ପ ରାଜନୀତି କରିବା ସହ ପରିବର୍ତ୍ତନ ଆଣିବାକୁ  ଆମ୍ ଆଦମୀ ପାର୍ଟି ରଣନୀତି ପ୍ରସ୍ତୁତ କରୁଛି ।  ଆମ୍ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ  ଆସନ୍ତା ୨୧ ଅଗଷ୍ଟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଯାଉଛି । ଏହି କର୍ମୀସମ୍ମିଳନୀରେ …

ହୀରାକୁଦରେ ବନ୍ଦ ହେବ ଆଉ ୪ଟି ଗେଟ

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କ ବଡ ସୂଚନା । ପୁଣି ବନ୍ଦ ହେବ ହୀରାକୁଦର ଆଉ ୪ଟି ଗେଟ । ଖୋଲାଥିବା ୨୪ଟି ଗେଟରୁ ଆଉ ୪ଟି ଗେଟ ବନ୍ଦ ହେବା ନେଇ ସୂଚନା ଦେଲେ ଏସଆରସି ପ୍ରଦୀପ କୁମାର ଜେନା । ହୀରାକୁଦ ଗେଟ ବନ୍ଦ ହେବା ଦ୍ୱାରା ମୁଣ୍ଡଳିରେ ମଧ୍ୟ ଜଳସ୍ତର…

ଦିଲ୍ଲୀ ଉପମୁ୍ଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ, ସ୍ବାଗତ କଲେ ସିସୋଦିଆ 

ଦିଲ୍ଲୀ : ଦିଲ୍ଲୀ ଉପମୁ୍ଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ । ଟୁଇଟ କରି ସିବିଆଇଙ୍କୁ ସ୍ବାଗତ କଲେ ସିସୋଦିଆ  । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ହିନ୍ଦୀରେ ଏକ ଟୁଇଟ୍ କରି ସୂଚନା ଦେଇଛନ୍ତି , "ସିବିଆଇ ଆସିଛି “। ଆମେ ତାଙ୍କୁ  ସ୍ୱାଗତକରୁଛୁ । ଆମେ ଅତ୍ୟନ୍ତ…

ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ

ଭୁବନେଶ୍ୱର: ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ । ବାଲି ଚୋରାଚାଲଣ ହେଉଥିବାର ଅଭିଯୋଗ ପରେବି ଚୁପ ହୋଇ ବସିଛନ୍ତି ଉଭୟ ପ୍ରଶାସନ ଓ ସରକାର । କୁଆଖାଇ ଏବଂ କୁଷଭଦ୍ର ନଦୀରୁ ବେଆଇନ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ  ଅପରାଜିତ ଷଢ଼ଙ୍ଗୀ । ଭୁବନେଶ୍ୱର…

ମୁଫତି ଡାକିଲେ ସର୍ବଦଳିୟ ବୈଠକ

ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି  ସର୍ବଦଳିୟ ବୈଠକ ଡାକିଛନ୍ତି  ।  ରାଷ୍ଟ୍ରୀୟ ସମ୍ମିଳନୀ (ଏନସି) ନେତା ଫାରୁକ୍ ଅବଦୁଲ୍ଲାଙ୍କୁ ଜାମ୍ମୁ କାଶ୍ମୀରରେ ଏକ ସର୍ବଦଳୀୟ ବୈଠକ  ଡକାଇବାକୁ ମେହବୁବା ଅନୁରୋଧ କହିଛନ୍ତି। ସର୍ବଦଳୀୟ ବୈଠକ ଡକାଇବାର…

ବନ୍ୟାଞ୍ଚଳ ପାଇଁ  ରିଲିଫ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି,…