ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୦)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୦
ଏକା ସହିତ ସମସ୍ତେ ରୋଗୀ ହୋଇଗଲେ ଦୁନିଆ ଚଳିବ କିପରି ...ହୁଁ । ବୟସ ହେଲା,ଦେହ ପା' ହବ। ଏତେ ଭାବିଲେ ହବକି ...ଥରଥରକରି ମନ୍ତ୍ର ପଢଉଛନ୍ତି। ଶୁଣିବିନି କହିଲେ ବି ଶୁଣଉଛନ୍ତି। ମୋ' ସହିତ ତାଙ୍କ ଦେଖା ... ସେଦିନ…