Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୯ ମିଥିଳା ଦିଦି କାନ୍ଧରେ ହାତ ପକେଇଲା। ମୁଣ୍ଡରେ ହାତ ସାଉଁଳେଇ କହିଲା, ପୁଣିଥରେ ସଜାଡି ନେବାକୁ ନିଜକୁ। ଉପଦେଶ ଦେଇ ଦମ୍ଭିଲା ସ୍ବରରେ କହିଲା, 'ଯାଉନୁ ଦାଦାଭାଇଙ୍କ ପାଖକୁ ଆଜି।' ତାଙ୍କ କାମ ପାଇଁ ତ ପଠାଏ ସେ, ଏବେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୮ ମନରେ ଥରେ ଭାବି ନେଲି ମୁକ୍ତି ମାନେ ମୁକ୍ତିପାଇଁ ଅପେକ୍ଷା ନୁହେଁ ଏଇକ୍ଷଣି ଆରମ୍ଭ ହେବ ମୁକ୍ତିପଥର ଯାତ୍ରା। ସନ୍ତର୍ପଣରେ ଦେଖି ନେଉଥିଲି ଆଉଥରେ ଅନ୍ଧାରର ସ୍ମୃତିକୁ। ମନେ ରଖିବା ଦିନୁ ମାଆ ଓ ମୁଁ ୟାରି ଭିତରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୭୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୭ ଜବାର କାମ ସରିସରିଆସୁଥିଲା।ଫେରିବ ଏବେ ଘରକୁ।ବିବ୍ରତ ଲାଗୁଥିଲା ଆଜି କାହିଁକି କେଜାଣି। ଆଉ ସେଇ ଘସରା ଜୀବନ ଭଲ ଲାଗୁନଥିଲା। ଆଣ୍ଟିଗୋ ଆଜି ଯାଉଚି ଫେରି , କାଲି ଦିନ ଆସୁ ସୁଖକୁ ଧରି...। ଦେଖ, ଯୋଡିଯାଡି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୬ ଏବେ ଆରମ୍ଭ ହେଲା ବେଦ ,ଉପନିଷଦ ପଢା। ମାନନୀୟା ଶନ୍ନୋଦେବୀଙ୍କ ସହ ଯୋଗାଯୋଗ କରି ମାଆ ସବୁଦିନ ନେଇ ଯାଉଥିଲେ ତାଙ୍କ ପାଖକୁ। ସେ ବଡସୁନ୍ଦର ଭାବରେ ମୋ'ର ଜ୍ଞାନ ପରୀକ୍ଷା କରିନେଲେ। ବୁଝି ପାରିଲେ ମୋ' ଆଧାରଶକ୍ତିକୁ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୪ ସମୟ ଗଡୁଥିଲା। ହସଖୁସି ସହ ଦାୟିତ୍ୱ ବଢୁଥିଲା।ଘରେ ଏକ ନୂତନ ପରିବେଶ ସୃଷ୍ଟି ହେଉଥିଲା।ଗଛ ମୂଳରେ ଥିଲେ, ଗାଁ କଡରେ ଥିଲେ ଜୀବନ କ'ଣଏମିତି ହୋଇଥାଆନ୍ତା...। କେଜାଣି କିଏ ଭାଗ୍ୟ କରିଥିଲା ...ପଲଟୁ, ସିତୁ, ମାଆ ନା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୨ ଦ୍ରୁତ ପରିବର୍ତ୍ତନ ସହ ଖାପ ଖୁଏଇ ଧାଇଁବାକୁ ମନ ଓ ଦେହରେ ଅମାପ ଶକ୍ତି ସାମର୍ଥ୍ୟ ସହ ଦୃଢତାକୁ ଆପଣେଇ, ନିଷ୍ଠାକୁ ଜାବୋଡି, ବିଚାର ବିମର୍ଶ ନିଜ ସହିତ ବାରମ୍ବାର କରି ହାତେ ମାପି ଅଧ ଇଞ୍ଚ ଚାଲିବାକୁ ହେବ ଏବେ। ଯୁଗ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୦ ମୋ ପାଇଁ ଉଦ୍ଦିଷ୍ଟ କୋଠରୀ ଭିତରେ ଗୋଟିଏ ପାଖରେ ଖଟଟିଏ , ତା ପାଖକୁ ଥାକ ଥାକ , ହୋଇ କାନ୍ଥ ଆଲମାରୀ। ମୋତେ ଦେଖାଇ ଦିଆଗଲା ମୋ' ଆଲମାରୀ , ଆଉ ତଉଲିଆ । ଭାରି ସୁନ୍ଦର ବ୍ୟବସ୍ଥା। ପର୍ଦ୍ଦା ପଡିଗଲା ।ସୁଇଚରେ ହାତ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୯ ଛାତି ଧକଧକ। ମନରେ ଆଶଙ୍କା । ଲାଗିଲା ଏ  ମହିଳା ଯେମିତି  ସନିଆ ଭାଇକୁ ଆଗରୁ ଚିହ୍ନିଛନ୍ତି। ନହେଲେ କ'ଣ ଭାଇଟା ଏମିତି  ଟେକି ଦିଅନ୍ତା କି...  ଆଉ କ୍ଷଣିକ ଆଗରୁ ସ୍ତ୍ରୀ ସହ ଲଢେଇକରୁଥିବା ମଣିଷ ଏମିତି  ହଁ କହି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୮ ନା ଡାକ୍ତର, ନା କବିରାଜ, ନା ଔଷଧ ନା ପାଣି...ଶୁଖିଲାରେ ବିତୁଥିଲା ଶିଉଳିର ଦିନ।   ସନିଆ ଭାଇ ଦିନେ ମୁଗୁନିକୁ କହିଲା, 'ଚାଲ ତ ଶିଉଳିକୁ ଦେଖାଇ ଆଣିବା ଏଇ ପାଖରେ ଥିବା  ଡାକ୍ତରଖାନାରୁ।' ଗାର  ଡେଇକି ସେ ଯେମିତି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୭ ହାତୀ, ଘୋଡା, ଶୁଆ ଶାରୀ, ବରବୋହୂ, ଯୋଡି ନାଗରା ଇତ୍ୟାଦି ଗଢିବା ଜାରି ରହେ। ଦିନକୁ ଦିନ ହାତ ଭଲ ପାରେ, ସଳଖି ଯାଉଥାଏ। କାଦୁଅ ବଲବଲ ହାତରେ ଅଧାଗଢା କଣ୍ଢେଇ ପାଖରେ ମୁଁ ରହିଯାଏ ଟିକିଏ।  ପେଟରେ କଷ୍ଟ ଅନୁଭବ…