ଆଇନ ପେଷାରେ ମଧୁପଣିଆର ପ୍ରାସଙ୍ଗିକତା
ବିଭୁପ୍ରସାଦ ତ୍ରିପାଠୀ
ପ୍ରତିବର୍ଷ ଏପ୍ରିଲ ୨୮ ତାରିଖ ମଧୁବାବୁଙ୍କ ଜନ୍ମ ଜୟନ୍ତୀକୁ ସାରା ରାଜ୍ୟର ଆଇନଜୀବୀ ମାନେ ଆଇନଜୀବୀ ଦିବସ ଭାବେ ପାଳନ କରନ୍ତି। ଏହି ଅବସରରେ ସବୁ ବାର୍ ଆସୋସିଏସନ୍ ସଭାଗୃହରେ ମଧୁବାବୁଙ୍କ ଓଡ଼ିଆ ଜାତି ପ୍ରତି ଅବଦାନ, ତାଙ୍କର କୃତୀ ଓ କୃତିତ୍ୱକୁ ନେଇ ସାଧାରଣ…