ରସଗୋଲା କାହାଣୀ-୨ : ମଝିରେ ରସଗୋଲାର ହାଣ୍ଡି
...ସେତେବେଳକୁ ପୁରୀରେ ରଥଯାତ୍ରା ଆରମ୍ଭ ହୋଇ ନଥାଏ ।
ଲକ୍ଷ୍ମୀ, ଜଗନ୍ନାଥ ସ୍ୱାମୀ-ସ୍ତ୍ରୀ ହେଲେ ମଧ୍ୟ ଏକା ମନ୍ଦିରରେ ରହନ୍ତିନି । ଜଗନ୍ନାଥ ରୁହନ୍ତି ବଡ଼ଦେଉଳରେ, ମାଆ ଲକ୍ଷ୍ମୀ ରହନ୍ତି ମହାଲକ୍ଷ୍ମୀ ମନ୍ଦିର ଭିତରେ ।
ପୁରୁଣା କାଳିଆ କଥା ।
ଏକା ନଅରରେ ରହିଲେ ବି ରାଜାଙ୍କର…