Latest Odisha News

BREAKING NEWS

ଅଯୋଗବାହ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମ ଭାଷାର ବୈଶିଷ୍ଟ୍ୟ ବିବିଧ। ଆମର ସମସ୍ତ ବ୍ୟଞ୍ଜନ ସ୍ୱରାନ୍ତ । ବ୍ରାହ୍ମୀ ଲିପିର ପ୍ରଭାବରେ ଆମ ଅକ୍ଷର ତ୍ରିକୋଣାକାର ଯେମିତିକି :- ଏ , ଐ । ଦ୍ରାବିଡ଼ ଲିପି ପ୍ରଭାବରେ ଏହା ବର୍ତ୍ତୁଳାକାର। କ, ଖ, ଗ ,ଘ, ପ, ଫ , ଭ , ଦ, ଧ, ଅ, ଆ ସ୍ୱର…

ଶାସ୍ତ୍ରୀୟ ଓଡ଼ିଆ ଭାଷା

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ତାମିଲ୍‌, ସଂସ୍କୃତ, କନ୍ନଡ଼, ତେଲୁଗୁ ଓ ମାଲାୟାଲମ୍ ପରେ ଭାରତବର୍ଷର ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲା ଆମ ଭାଷା, ଓଡ଼ିଆ ଭାଷା । ଆମ ଭାଷାର ଗୌରବ ଗାଥା ଗାନ କରୁଥିବା ଏହି ଦିନ ଆମକୁ ଆମର ଗୌରବମୟ ଅତୀତର କଥା ସ୍ମରଣ କରାଇଦିଏ ।…

ବର୍ଣ୍ଣ ଓ ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମ ବର୍ଣ୍ଣମାଳାରେ ସ୍ଥାନ ପାଇ ଥିବା ପୂର୍ଣ୍ଣାକ୍ଷର ବିଶିଷ୍ଟ ବ୍ୟଞ୍ଜନ ବର୍ଣ୍ଣଗୁଡିକ ଦୁଇ ଭାଗରେ ବିଭକ୍ତ । ଯଥା: ବର୍ଗ୍ୟବର୍ଣ୍ଣ ଓ ଅବର୍ଗ୍ୟ ବର୍ଣ୍ଣ । ବର୍ଗ୍ୟବର୍ଣ୍ଣଗୁଡିକ ଉଚ୍ଚାରଣ ସ୍ଥାନ ଅନୁସାରେ ପାଞ୍ଚ ପ୍ରକାରର । ଏହାକୁ ଆମେ ସଂକ୍ଷେପରେ…

କ୍ରିୟା

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମେ ବ୍ୟାକରଣ ବିଷୟରେ ଆଲୋଚନା କରୁଛେ। ଆଜି କ୍ରିୟା କଥା କହିବା। କ୍ରିୟାର ଅର୍ଥ କାମ। ଇଂରାଜୀ ବ୍ୟାକରଣରେ ଏହାକୁ ଭର୍ବ ( verb)କୁହାଯାଏ। ଏହାର ଭୂମିକା ବାକ୍ୟରେ ଓ ବ୍ୟାକରଣରେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ । କ୍ରିୟା କଣ ଏହାକୁ ଟିକେ ସରଳ…

ଆମ ଶିଳାଲେଖର ଭାଷା (୨)

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାରେ ଏହି ତିନୋଟି ଶିଳାଲେଖ ପ୍ରମାଣିକ ନମୁନା । ଆମ ଲିପିର ପ୍ରାଚୀନତା ଏସବୁରେ ଖୋଦିତ । ପ୍ରାଚୀନତାର ପ୍ରମାଣ ପ୍ରଦର୍ଶନ କରୁଥିବା ଅଶୋକଙ୍କ ଧଉଳି-ଜଉଗଡ଼ ଶିଳାଲେଖରେ ଆଖି, ଇସା, କଳେ, କିଟ,…

ଆମ ଶିଳାଲେଖର ଭାଷା (୧ )

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଶାସ୍ତ୍ରୀୟ ଭାଷାର ଗୌରବ ପାଇଥିବା ତଥା ଭାଷା ଆଧାରରେ ଭୌଗୋଳିକ ଭୂଖଣ୍ଡ ଦେଇଥିବା ଆମ ଓଡ଼ିଆ ଭାଷାର ପ୍ରାଚୀନତା, ସାରା ଭାରତରେ ଗବେଷକମାନଙ୍କୁ ଆକୃଷ୍ଟ କରି ଆସିଛି । ଏହି ପ୍ରାଚୀନତା ଆଧାରରେ ଆମ ଭାଷାକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତା ।…