ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ରାତ୍ର ପହୁଡ଼
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନିକ ରୀତି ନୀତିର ଶେଷ ନୀତି ରାତ୍ର ପହୁଡ଼ ବିଷୟରେ ଆଲୋଚନା କରିବା। ବଡ଼ ସିଂହାର ବେଶ ପରେ ପରେ ଶ୍ରୀଜୀଉମାନଙ୍କୁ ସୁଗନ୍ଧ ଜଳ ଓ ବିଡ଼ିଆ ପାନ…