ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧିରେ ଆମେ ଭୋଗ ମଣ୍ଡପ ଭୋଗର ଆଲୋଚନା ଜାରି ରଖିଛେ। ଏହି ଭୋଗଟି ସମ୍ପୂର୍ଣ୍ଣ ଭାବେ ବରାଦିଆ ଓ ବିକ୍ରୀ ପାଇଁ ଉଦ୍ଦିଷ୍ଟ ଥିବାରୁ ଏହାର ସ୍ୱରୂପ ଓ ପରିମାଣରେ କୌଣସି…